ହତ୍ୟା ମାମଲା ରୁଜୁ ହେବା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବାପରେ ତାଙ୍କୁ ବଦଳିଲେ କରାଯାଇଛି। ମନୀଷ ଅଗ୍ରୱାଲଙ୍କ ସ୍ଥାନରେ ୱାଇ.ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ … Read More

ରାଜ୍ୟରେ ଖୋଲିବ ମନ୍ଦିର ! କାର୍ଯ୍ୟପନ୍ଥା ସ୍ଥିର କରିବାକୁ ସରକାରଙ୍କ ନିର୍ଦ୍ଦେଶ, ୧୦ଦିନ ଭିତରେ ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମନ୍ଦିର ତଥା ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ପ୍ରଶାସନକୁ ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ … Read More

ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ- ଗଞ୍ଜାମ ଜିଲାପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମରେ ମାସ୍କ ପିନ୍ଧା ଉପରେ ଗୁରୁତ୍ୱ ।  ଯାତ୍ରାବେଳେ ପାସେଞ୍ଜରମାନଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଅଟୋ, ରିକ୍ସା କି ବସରେ ଯାତାୟତ କରୁଛନ୍ତି, ସେମାନେ ମାସ୍କ ପିନ୍ଧିବେ । ସେହିପରି ଆବଶ୍ୟକତାଠାରୁ … Read More

ଗଞ୍ଜାମରେ ସୁଧୁରୁଛି ସ୍ଥିତି : ୮୪ % କରୋନା ସଂକ୍ରମିତ ସୁସ୍ଥ, ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନ ସାଧାରଣଙ୍କୁ ନିବେଦନ କଲେ ଜିଲ୍ଲାପାଳ

ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପ୍ଣଙ୍ଗଙ୍କ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । … Read More

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପ୍ରଶାସନିକ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କର ବଦଳି ହୋଇଛି । ତାଙ୍କ ଜାଗାରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସନତ କୁମାର ମହାନ୍ତି … Read More

ବଲାଙ୍ଗିର ଜିଲ୍ଲାକୁ ୪ ଦିନିଆ ସଟ୍‌ଡାଉନ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (ଓଡିଶା ଟାଇମ୍) :  ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସଙ୍ଗୀନ ରହିଛି କରୋନା ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ କରୋନା … Read More

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି … Read More