ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା

ଭୁବନେଶ୍ବର, (ଓଡିଶା ଟାଇମ୍) : ମଙ୍ଗଳବାର ଅର୍ଥାତ ଆଜି ଛାଡ଼ଖାଇ। ଅନେକଙ୍କ ପାଇଁ ଏହି ବାର ପାଣିଚିଆ ହୋଇଛି। ହେଲେ ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପାଣି ଫୋଟକା ପରି ମିଳାଇ ଯାଇଛି ସବୁ ମଜା । ଅପେକ୍ଷା ଆସନ୍ତା କାଲିକୁ। … Read More