ଜୁଲାଇ ୧୫ ଭିତରେ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍):ଜୁଲାଇ୧ରୁ ଆରମ୍ଭ ହୋଇ ୧୫ ତାରିଖ ଭିତରେ ସିବିଏସ୍ଇ ୧୦ମ ଓ ଦ୍ଵାଦଶ ପରୀକ୍ଷା ଶେଷ ହେବ। ଏଥିନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ଦେଶ ସାରା ଲକ୍ଡାଉନ୍ ଘୋଷଣା ହେତୁ ପରୀକ୍ଷା ଅଧାରୁ ସ୍ଥଗିତ … Read More