ଗପ କହୁଛି ମଣିଷ ଚରିତ୍ରର କଥା: ପଢ଼ନ୍ତୁ କଥାକାର ଗୌରହରି ଦାସଙ୍କ ନୂଆ ସଂକଳନ ‘ବିଦେଶ ଓ ଅନ୍ୟାନ୍ୟ ଗଳ୍ପ’

ଭୁବନେଶ୍ୱର, (ଓଟି): କଥାରେ ଅଛି ନର ମାୟା ସ୍ୱୟଂ ନାରାୟଣଙ୍କୁ ବି ଅଗୋଚର । ଅର୍ଥାତ୍‍ ପରିବର୍ତ୍ତିତ ଲୋକ ଚରିତ୍ରର ପାଖୁଡ଼ାଗୁଡ଼ିକୁ ଚିହ୍ନିବା ଏକ କଠିନ ବ୍ୟାପାର କିନ୍ତୁ ସୁନାକୁ ବଣିଆ ଚିହ୍ନିଲାପରି ନିଜର ଅଭିଜ୍ଞତାରୁ ମଣିଷ ଚରିତ୍ରକୁ ଚିହ୍ନି ବ୍ୟାଖ୍ୟା … Read More