ଆଜି ପ୍ରଥମ ପର୍ଯ୍ୟାୟ ଟିକାକରଣର ଶେଷ ଦିନ, ରାଜଧାନୀରେ ୫୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକସିନ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ସୋମବାର ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା । ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ । କ୍ୟାପିଟାଲ … Read More