ନୀଳଗିରିରେ ୬ ମାସର ଶିଶୁ ପୁତ୍ର କରୋନା ପଜିଟିଭ

ନୀଳଗିରି, (ଓଡିଶା ଟାଇମ୍) :ନୀଳଗିରି ଅଞ୍ଚଳରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରେ ଏକ ୬ ମାସର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ଥିବା … Read More