ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ ମୋଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ … Read More