କଟକ ବାରବାଟୀ ଉପରେ ଅରିନ୍ଦମଙ୍କ ନଜର
କଟକ ବାରବାଟୀ ଆସନରେ ପ୍ରାଥିର୍ତ୍ୱକୁ ନେଇ ଏବେ ବିଜେଡ଼ିରେ ସସପେନ୍ସ ଲାଗିରହିଛି। ବିଧାୟକ ଦେବାଶୀଷ ସାମନ୍ତନ୍ତରାୟ ଏତେ ବିବାଦରେ ଛନ୍ଦି ହେଇଯାଇଛନ୍ତି ଯେ, ତାଙ୍କୁ ଆଗାମୀ ନିର୍ବାଚନରେ ପୁଣି ପ୍ରାଥିର୍ କରିବା ପାଇଁ ମୁଖିଆଙ୍କୁ ଭରସା ପାଉନାହିଁ। ତେଣୁ ଦେବାଶୀଷ ପାରଦୀପ … Read More