ସବ୍ୟସାଚୀଙ୍କ ନିଆରା ପ୍ରୟାସ : ଲକ୍‌ଡାଉନ ପାଇଁ ରାସ୍ତାକଡରେ ପଡିରହିଥିବା ୩୦୦ ବସ୍ତା ମାନସିକ ନଡ଼ିଆ ମା’ ତାରିଣୀଙ୍କ ନିକଟକୁ ପଠାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ମହାନତା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ଗଦା ହୋଇ ରହିଥିବା ମାନସିକ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଥିବା ଭଳି ମନେ … Read More