+୩ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶିତ

ଭୁବନେଶ୍ଵର, (ଓଟି): ରାଜ୍ୟର ଯୁକ୍ତ ତିନି କଲେଜ୍‌ଗୁଡ଼ିକରେ ନାମ ଲେଖାଇବା ଲାଗି ପ୍ରଥମ ମେରିଟ୍‌ ତାଲିକା ପ୍ରକାଶ ପାଇଛି। ସାମ୍‌ସ ଓଡ଼ିଶା ଓ୍ବେବ୍‌ସାଇଟ୍‌ରେ ଏହା ଉପଲବ୍ଧ ରହିଛି। ଆଶାୟୀ ପ୍ରାର୍ଥୀ www.samsodisha.gov.in ଲିଙ୍କ୍‌କୁ କ୍ଲିକ୍‌ କରି ସେମାନଙ୍କ କଲେଜ୍‌ ନାମ ଦାଖଲ … Read More