ବିଜେଡ଼ିରୁ ତିଳୋତ୍ତମାଙ୍କ ଇସ୍ତଫା

ରାଜ୍ୟ ମହିଳା କମିଶନ ସଦସ୍ୟ ତିଳୋତ୍ତମା ନାୟକଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁର୍ବ୍ୟବହାର କରିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ଆଜି ସେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। … Read More