ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ଅମ୍ପନ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ କରିବ। ଅମ୍ପନ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ … Read More

ଅମ୍ପନ: ୬ ଘଣ୍ଟା ଗୁରୁତ୍ଵପୂଣ୍ଣ, ପାରାଦୀପରେ ଗୋଟାଏ ଯାଏ ବିପଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସବୁ ସ୍ଥାନରେ ଆମେ ପ୍ରସ୍ତୁତ ରହିଛୁ। ଏଯାଏ କିଛି ବିଶେଷ ହାନୀର ବା କ୍ଷତିର ସୂୂଚନା ଆସି ନାହିଁ।  ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଆଜି ସକାଳୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ ମୁଖ୍ୟ ଶାସନ ସଚିବ … Read More

ଅମ୍ପନ: ୧୩ ଜିଲ୍ଲାକୁ ହାଇ ଆଲର୍ଟ, ପ୍ରବଳ ବର୍ଷା, ତୋଫାନ

ଭୁବନେଶ୍ବର :ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।  କେନ୍ଦ୍ରାପଡ଼ା,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକରେ ପ୍ରବଳ ମାତ୍ରାରେ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ଅମ୍ପନ: ସ୍ଥାନାନ୍ତର ହେଉଛନ୍ତି ଲୋକେ, ତଦାରଖ କଲେ ଡିଆଇଜି ଆଶୀଷ ସିଂହ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌):ବାତ୍ୟା ଆମ୍ଫନ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନାକୁ ନଜରରେ ରଖାଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳ ରାଜନଗର ଓ ମହାକଳପଡ଼ା ବ୍ଲକ ଅଂଚଳରେ ସମୁଦ୍ର ଉପକୂଳ ଅଂଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ … Read More

ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା … Read More