ଶରତଙ୍କ ପୁତ୍ର ସୂରଜ ଜଟଣୀରେ ହେବେ ବିଜେଡି ପ୍ରାର୍ଥୀ!

ଜଟଣୀ ନିର୍ବାଚନମଣ୍ଡଳୀରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଦେବ। ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ଇଞ୍ଜିନିୟର ସୁରଜ ପାଇକରାୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ଏହି ଆଶା ଦେଖାଦେଇଛି। ସୁରଜ ବି ନବୀନଙ୍କ ଆର୍ଶୀବାଦ ପାଇ ଜଟଣୀରେ ସଭା, ଶୋଭାଯାତ୍ରା ସହିତ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ପିତା ଶରତଙ୍କ ଲୋକପ୍ରିୟତା ଓ ଜନସମ୍ପର୍କ ଯୋଗୁଁ ତାଙ୍କୁ ବେଶ‍୍‌ ଲୋକ ସମର୍ଥନ ମିଳୁଥିବାବେଳେ ଲୋକେ ବି ୨୫ବର୍ଷ ବୟସ୍କ ଏକ … Continue reading ଶରତଙ୍କ ପୁତ୍ର ସୂରଜ ଜଟଣୀରେ ହେବେ ବିଜେଡି ପ୍ରାର୍ଥୀ!