ରାସ୍ତାରେ ଯାଉଥିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ଭୋଗିପାରନ୍ତି ଦାରିଦ୍ର୍ୟ

0
10
advt
< a href= "#">

ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ସମସ୍ତେ ବହୁତ କିଛି ପ୍ରଚେଷ୍ଠା କରିଥାନ୍ତି । ଘର ବାସ୍ତୁ ଦୋଷରୁ ଆରମ୍ଭ କରି ଗ୍ରହଦୋଷ ଶାନ୍ତି କରିବା ପାଇଁ ସମସ୍ତେ ଯତ୍ନଶୀଳ । କିନ୍ତୁ ଆମେ ରାସ୍ତାରେ ଯାଉଥିବା ସମୟରେ ଏଭଳି କିଛି ଭୁଲ କରିଥାଉ, ଯାହାକି ର୍ଦୁଭାଗ୍ୟକୁ ଆମନ୍ତ୍ରଣ କରିପାରେ । ତେଣୁ ଏ ବିଷୟରେ ଅବଗତ ହେବା ଉଚିତ୍ ।

advt

ପ୍ରଥମ କଥା ହେଉଛି ରାସ୍ତାରେ ଗଲା ସମୟରେ ଯଦି କୁକୁରଟିଏ ଆଗରେ ଶୋଇଥାଏ, ତାହେଲେ କେବେ ମଧ୍ୟ ତା’ର ସାମନା ପଟୁ ଯାହାନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶନିଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ପଡ଼ିପାରେ ବୋଲି ବିଶ୍ୱାସ ରହିଛି ।

ଦ୍ୱିତୀୟରେ ଯଦି ଆପଣ ଗାଇଟିଏ ଦେଖୁଛନ୍ତି, ତାହେଲେ କେବେ ମଧ୍ୟ ତା’ର ପଛପଟେ ଯାଆନ୍ତୁ ନାହିଁ । ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପାରୁ ଆପଣ ବଞ୍ଚିତ ହୋଇପାରନ୍ତି । ତେଣୁ ଏହି ଦୁଇଟି ଜିନିଷପ୍ରତି ଆପଣ ସବୁବେଳେ ସତର୍କ ରହନ୍ତୁ ।

advt
< a href= "#">