ଫ୍ୟାଶନ୍ କ୍ରେଜିରେ ଷ୍ଟେଟ୍‌ମେଣ୍ଟ ଇୟର ରିଙ୍ଗ୍‌

0
7
advt
< a href= "#">

ପାରମ୍ପାରିକ ହେଉ କିମ୍ବା ୱେଷ୍ଟର୍ଣ୍ଣ ପୋଷାକ, ସବୁଥିରେ ମ୍ୟାଚ୍ କରିବା ଭଳି ଏକ ଗହଣା ହେଉଛି ଷ୍ଟେଟ୍‌ମେଣ୍ଟ ଇୟର ରିଙ୍ଗ୍‌ । ତେଣୁ ଏହାପ୍ରତି ଝିଅମାନଙ୍କ କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଦେଖିବା ପାଇଁ ଯେତିକି ଫ୍ୟାଶନେବଲ୍ ପିନ୍ଧିବା ପାଇଁ ସେତିକି ହାଲକା ଓ ସହଜ । ଷ୍ଟେଟ୍‌ମେଣ୍ଟ ଗହଣା କ୍ଷେତ୍ରରେ ହାରଠାରୁ ଅଧିକ ଚାହିଦା ରହିଛି ଇୟରିଂର । ଏବେ ୪ପ୍ରକାର ଷ୍ଟେଟ୍ମେଂଟ୍ ଇୟରିଂର ଚାହିଦା ସବୁଠାରୁ ଅଧିକ । ସେଗୁଡ଼ିକ ହେଉଛି – 

advt

୧- ମୁନ୍ ସେପ୍

ଅର୍ଦ୍ଧଚନ୍ଦ୍ର ଆକୃତିର ଝୁଲା ଇୟରିଂକୁ ଆପଣ ଟ୍ରାଡିସନାଲ୍ ଡ୍ରେସ୍ ସହିତ କ୍ୟାରି କରିପାରିବେ । ସେହିଭଳି ମୁନ୍ସେପ୍ ଇୟରିଂର ଟପ୍ ଷ୍ଟାଇଲ୍ ୱେଷ୍ଟର୍ଣ୍ଣ ଡ୍ରେସ୍ ସହିତ ଖୁବ୍ ମାନିବ । ପର୍ଲ ସହିତ ମୁନ୍ସେପ୍ ଇୟରିଂ ଏକ ରୟାଲ୍ ଲୁକ୍ ଦେଇଥାଏ ।

୨- କ୍ଲିପ୍ ଇୟରିଂ

କ୍ଲିପ୍ ଥିବା ଏହି ଇୟରିଂ ୱେଷ୍ଟର୍ଣ୍ଣୱେର୍ ସହିତ ପିନ୍ଧନ୍ତୁ । ଏହାର ଟପ୍ ଷ୍ଟାଇଲ୍ରେ ବିଭିନ୍ନ ର

୩- ଇୟର୍ ଚେନ୍ସ

ଏଭଳି ଇୟରିଂରେ ଏକ ଚେନ୍ ଲାଗିଥିାଏ । କାନଫୁଲ ସହିତ ଉପରପଟେ ଏକ ଛୋଟ ଷ୍ଟାର୍, ଷ୍ଟୋନ୍ କିମ୍ବା ରିଙ୍ଗ୍ ଥାଏ । ସେଥିରେ ଏକ ଷ୍ଟାଇଲିସ୍ ଚେନ୍ ରହିଥାଏ । ଏହାକୁ ଆପଣ ବିଶେଷ ଭାବେ କୌଣସ ପାର୍ଟି ପାଇଁ କ୍ୟାରି କରିପାରିବେ ।

୪- ଫେଦର୍ ଇୟରିଂ


ହେଭି ଗହଣା ପସନ୍ଦ କରୁନଥିବା ଝିଅମାନଙ୍କ ପାଇଁ ଫେଦର୍ ଜୁଏଲାରୀ ଏକ ଭଳ ବିକଳ୍ପ । ଏହା ସବୁପ୍ରକାର ରଙ୍ଗରେ ଉପଲବ୍ଧ । ତେଣୁ ପ୍ରତ୍ୟେକ ଡ୍ରେସ୍ ସହିତ ମ୍ୟାଚ୍ କଲାଭଳି ଇୟରିଂ କିଣିପାରିବେ । ଏହାର ଟପ୍ ଷ୍ଟାଇଲ୍ ବଦଳରେ ହ୍ୟାଙ୍ଗିଙ୍ଗ୍ ବା ଝୁଲା ଷ୍ଟାଇଲ୍ ଅଧିକ ଭଲ ଲାଗିବ ।

 

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

କେମିତି ପିନ୍ଧିବେ ଗହଣା, କିଛି ଟିପ୍ସ

କେମିତି ପିନ୍ଧିବେ ଗହଣା, କିଛି ଟିପ୍ସ

ଧଳାକେଶ ସମସ୍ୟାକୁ କେମିତି କହିବେ ସବୁଦିନ ପାଇଁ ବାଏ ବାଏ

ଧଳାକେଶ ସମସ୍ୟାକୁ କେମିତି କହିବେ ସବୁଦିନ ପାଇଁ ବାଏ ବାଏ

କେମିତି ହେବା ଦରକାର ବାହାଘରର ଲେହେଙ୍ଗା

କେମିତି ହେବା ଦରକାର ବାହାଘରର ଲେହେଙ୍ଗା

advt
< a href= "#">