କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର: ସୋନାଲ ମାନସିଂହଙ୍କୁ ଏକାଡେମୀ ରତ୍ନ

0
76
advertisement

ଅନନ୍ୟ ଓଡ଼ିଶାୀ ନୃତ୍ୟଶିଳ୍ପୀ ସୋନାଲ୍‍ ମାନସିଂହଙ୍କ ପାଇଁ ରଥଯାତ୍ରା ଶୁଭଙ୍କର ସାବ୍ୟସ୍ତ ହୋଇଛି । ଗତବର୍ଷ ରଥଯାତ୍ରାରେ ତାଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ, ଆଉ ଏ ବର୍ଷ ତାଙ୍କ ପାଇଁ ସଙ୍ଗୀତ ନାଟକ ଏକାଡ଼େମୀ ରତ୍ନ ପଇବା ନେଇ ଘୋଷଣା କରାଯାଇଛି । ସେ ୨୦୧୮ ମସିହା ପାଇଁ ଏହି ପୁରସ୍କାର ପାଇବେ ।

ସେହିଭଳି ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନ ୨୦୧୮ ଏକାଡେମୀ ପୁରସ୍କାର ପାଇବେ। ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ସୁଗମ ସଂଗୀତ ବିଭାଗରେ ପାଇବେ ସୁରେଶ ୱାଡ଼କର ପୁରସ୍କାର ପାଇବେ।