ଓଡ଼ିଆ ନ୍ୟୁଜ୍‍ ଟିଭିରେ ପ୍ରାଇମ୍‍ ଟାଇମ୍‍ ଆଲୋଚନା ଦେଖୁ ନାହାନ୍ତି ଦର୍ଶକ

ଭୁବନେଶ୍ୱର, (ଓଟି): ଓଡ଼ିଶାର ଟେଲିଭିଜନ୍‍ ନ୍ୟୁଜ୍‍ ଚ୍ୟାନେଲ୍‍ରେ ଆଲୋଚନା ଭିତ୍ତିକ ସାମ୍ପ୍ରତିକ କାର୍ଯ୍ୟକ୍ରମର ଦର୍ଶକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଅର୍ଥାତ୍‍ ଟିଭି ଚ୍ୟାନେଲ୍‍ର ସମ୍ପାଦକ ଏବଂ ଗର୍ଜନ କରୁଥିବା ସାମ୍ବାଦିକମାନେ ଯେଉଁ ସାମ୍ପ୍ରତିକ ସ୍ଥିତିର ଆଲୋଚନା କରୁଛନ୍ତି ତାହା ଦର୍ଶକଙ୍କ ଆସ୍ଥା ଜିତିପାରୁ ନାହିଁ । ବିଗତ କିଛିଦିନର ଟେଲିଭିଜନ୍‍ ବାର୍କ ରେଟିଂ ତଥା ସ୍କୋର୍‍ କାର୍ଡ ସମୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । ଏପରିକି କିଛି ଚ୍ୟାନେଲ୍‍ରେ ଏପରି କାର୍ଯ୍ୟକ୍ରମର ରେଟିଂ … Continue reading ଓଡ଼ିଆ ନ୍ୟୁଜ୍‍ ଟିଭିରେ ପ୍ରାଇମ୍‍ ଟାଇମ୍‍ ଆଲୋଚନା ଦେଖୁ ନାହାନ୍ତି ଦର୍ଶକ