ମୋଷ୍ଟ୍ ସେକ୍ସିଏଷ୍ଟ୍ ୱିମେନ୍ ଏସିଆ: ମିସେସ୍ ସିଂ

0
7
advt
< a href= "#">

ସାପ୍ତାହିକ ‘ଇଷ୍ଟର୍ଣ୍ଣ ଆଏ’ ପକ୍ଷରୁ ଏସିଆର ୫୦ ଜଣ ସେକ୍ସିଏଷ୍ଟ୍ ୱିମେନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ମିସେସ୍ ସିଂ । ମିସେସ୍ ସିଂ କହିଲେ ଆପଣମାନେ ତ ନିଶ୍ଚୟ ବୁଝିସାରିଥିବେ । ତଥାପି କହିରଖୁଛୁ ଦୀପିକାରୁ ଦୀପ୍‌ବୀର ଏବଂ ଏବେ ମିସେସ୍ ସିଂ ବୋଲାଉଥିବା କୋଙ୍କଣୀ ସୁନ୍ଦରୀ ଦୀପିକାଙ୍କୁ ‘ମୋଷ୍ଟ ସେକ୍ସିଏଷ୍ଟ ୱିମେନ୍ ଏସିଆ ୨୦୧୮’ ଉପାଧି ମିଳିଛି ।

advt

ଦ୍ୱିତୀୟରେ ଅଛନ୍ତି ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ଗତବର୍ଷ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିବା ପିସି ଚଳିତବର୍ଷ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି ।

ଟେଲି ଦୁନିଆର ନାୟିକା ନିୟା ସର୍ମା ତୃତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାର ୧୦ ଜଣଙ୍କ ମଧ୍ୟରେ କ୍ରମାନ୍ୱୟରେ ଅଛନ୍ତି – (୪) ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍, (୫) ଶିବାଙ୍ଗୀ ଜୋଶି, (୬) ଆଲିଆ ଭଟ୍ଟ, (୭) ସୋନମ୍ କପୁର୍, (୮) ହିନା ଖାନ୍, (୯) କାଟ୍ରିନା କୈଫ୍ ଓ (୧୦)ନିତି ଟୈଲର ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ଫୋବର୍ସ ତାଲିକାର ସୁଲତାନ୍ ସଲ୍ଲୁ

ଫୋବର୍ସ ତାଲିକାର ସୁଲତାନ୍ ସଲ୍ଲୁ

ସବୁଠାରୁ ଶକ୍ତିଶାଳୀ ୩ଟି ରାଶି ଭିତରେ ଆପଣ ଅଛନ୍ତି କି

ସବୁଠାରୁ ଶକ୍ତିଶାଳୀ ୩ଟି ରାଶି ଭିତରେ ଆପଣ ଅଛନ୍ତି କି

advt
< a href= "#">