୮ରେ ଜାତୀୟ ସମ୍ବଲପୁରୀ ସମ୍ମେଳନ

0
4
advt
< a href= "#">

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ସମ୍ବଲପୁରୀ ସଂସ୍କୃତିର ବିଭିନ୍ନ ଧାରାକୁ ଏକତ୍ରୀତ କରି ଜାତୀୟତା ବାଦ ସୃଷ୍ଟୀ କରିବା ପାଇଁ  ’ପଶ୍ଚିମାଞ୍ଚଳ ଏକତା ମଞ୍ଚ’ ଜାତୀୟ  ସମଲପୁରୀ ସମ୍ମିଳନୀ ପାଇଁ ପ୍ରସ୍ତୁତୀ ଚୂଡାନ୍ତ ହୋଇଛି । ଡିସେମ୍ବର 8 ଏବଂ9 ତାରିଖ ଦୁଇଦିନ ଧରି  ତପସ୍ବିନୀ ହଳରେ  ଏହି  ସମ୍ମିଲନୀ ଆୟୋଜିତ  ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।  ଦୁଇଦିନ ଧରି ଆୟୋଜିତ ଏହି ସମ୍ମିଳନୀରେ ପଶ୍ଚିମ ଓଡିଶାର ବହୁ ସମ୍ବଲପୁରୀ  ପ୍ରତିଷ୍ଠିତ କବି, ଲେଖକ, ଗବେଷକ, କବି , ବୁଦ୍ଧିଜିବୀ ଏବଂ କଳାକାର ଅଂଶଗ୍ରହଣ କରିବେ । 

advt

 ସମ୍ବଲପୁରୀ ସଂସ୍କତିର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ ମଧ୍ୟ କରାଯିବ । କାର୍ଯ୍ୟକ୍ରମ 8 ତାରିଖ ସକାଳ 9 ଟାରେ ପଂଜିକରଣ କରାଯିବ ଏହାପରେ 10 ଟାରେ ଉଦଘାଟିତ ହେବ । 11 ଟାରେ ଏହାପରେ ସମ୍ବଲପୁରୀ ସାହିତ୍ୟର ସ୍ଥିତି ଆଉ ଗତି ବିଷୟରେ ଆଳୋଚନାଚକ୍ର ଅନୁଷ୍ଠିତ ହେବ ।

ଦିନ 2ଟାରେ ସମ୍ବଲପୁରୀ ନାଟକରେ ପରୀକ୍ଷା ନିରିକ୍ଷା ବିଷୟରେ ଆଲୋଚନା ଚକ୍ର ଏବଂ4ଟାରେ କବିତା ପାଠ ଅନୁଷ୍ଠିତ ହେବ । 9 ତାରିଖ 10 ଟାରେ ଦ୍ବିତିୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ । ଆରମ୍ଭରୁ ସମ୍ବଲପୁରୀ କପଡାର ବଜାର ଚାହିଦା ଏବଂ ଦିନ 2 ଟାରେ  ରେ ସମ୍ବଲପୁରୀ ନୃତ୍ୟର ଆଦର ଉପରେ ଆଲୋଚନା

advt
< a href= "#">