ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ: ସୁନୀଲ୍‍ ରାୟ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଡିଜି

ଭୁବନେଶ୍ୱର, (ଓଟି): ଓଡ଼ିଶାରେ କାର୍ଯ୍ୟକରୁଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ଏହି ତାଲିକାରେ ୨୯ଜଣ ଅଧିକାରୀଙ୍କ ନାଁ ସାମିଲ୍‍ ରହିଛି । ଏହି ତାଲିକା ଅନୁସାରେ ଅତିରିକ୍ତ ପୁଲିସ … Continue reading ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ: ସୁନୀଲ୍‍ ରାୟ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଡିଜି