Advertisements

ଗୀତା ମାହାତ୍ମ୍ୟ-୧୦: ଧର୍ମ ରକ୍ଷା ପାଇଁ ଈଶ୍ୱର ଧରାପୃଷ୍ଠରେ ପ୍ରକଟ ହୁଅନ୍ତି

ପ୍ରତ୍ୟକ ମନୁଷ୍ୟ ସ୍ୱଧର୍ମ ପାଳନ ବା ନିଜ କର୍ତ୍ତବ୍ୟ ପାଳନ କରିବା ସହ ଇନ୍ଦ୍ରିୟ ବା କାମନା, ବାସନା, ଲୋଭ, ମୋହ, ଆସକ୍ତି ଆଦିରୁ ମୁକ୍ତ ରହିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଜ୍ଞାନଯୋଗ ସମ୍ପର୍କରେ ବୁଝାଇବା ଆରମ୍ଭ … Read More

Advertisements

ଗୀତା ମାହାତ୍ମ୍ୟ-୯: ସ୍ୱଧର୍ମ କଲ୍ୟାଣକର, ଅନ୍ୟଧର୍ମ ଭୟାବହ

ଜୀବ ଅନାଶକ୍ତ ହୋଇ ଈଶ୍ୱରଙ୍କଠାରେ ସମସ୍ତ କର୍ମ ଅର୍ପଣ କରି କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ପ୍ରକୃତିର ନୀତି ନିୟମ ଅନୁସାରେ ନିଜ ଧର୍ମ ପାଳନ କରିବାକୁ ଉପଦେଶ ଦେଇଛନ୍ତି । ଯେଉଁ ମଣିଷ ଦୋଷଦୃଷ୍ଟି … Read More

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

କର୍ମ କ’ଣ, ତାହା କେମିତି ହେବା ଆବଶ୍ୟକ। କାହିଁକି ଗୋଟିଏ ପ୍ରାଣୀ କର୍ମ କରିବ? ଜୀବନତତ୍ତ୍ଵର ଏକ ମୌଳିକ ପ୍ରଶ୍ନଗୁଡ଼ିକୁ ଏହି ଅଧ୍ୟାୟରେ ସ୍ଥାନୀତ କରାଯାଇ ତାହାର ଉତ୍ତର ଦେବାକୁ ଚେଷ୍ଟା କରାଯାଇଛି। ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତି … Read More

ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କର

ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତିରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ଆସକ୍ତିରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି … Read More

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ … Read More

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟପରାଜୟରେ ସମତା ରକ୍ଷା ପରାମର୍ଶ ଦେଇ ସୁଖ-ଦୁଃଖ, ଲାଭ-କ୍ଷତିର ପରିଣାମକୁ ସମାନ ଭାବେ ଦେଖିବା ସହ ଭୟ, ଲୋଭ, କ୍ରୋଧ, ମୋହ ଆଦିରୁ ବିରତ ରହିବା ଓ କାମନାମୁକ୍ତ ରହିବା ପାଇଁ କହିଛନ୍ତି ।

ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ

ସୁଖ-ଦୁଃଖ, ଲାଭ-କ୍ଷତି, ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରିବା ସହ ସକାମ କର୍ମ (ଯେଉଁ କାମ ବିଶେଷ ଫଳ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ) ନକରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରାମର୍ଶ ଦେଇ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଛନ୍ତି । କିନ୍ତୁ … Read More

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଆତ୍ମାର ନିତ୍ୟତା ସମ୍ପର୍କରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପରେ ଅର୍ଜୁନ ବିଷାଦ ତ୍ୟାଗ କରି ଯୁଦ୍ଧ କରିବାକୁ ପ୍ରସ୍ତୁତ ନହେବାରୁ ଯୁଦ୍ଧକ୍ଷେତ୍ରରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ଭାବେ ବିବେଚନା କରିବାକୁ ପରାମର୍ଶ ଦେଇଛନ୍ତି ।

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

ଭଗବାନ ଶ୍ରୀକୃଷ୍ଣ ଆତ୍ମାର ନିତ୍ୟତା ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି, ‘ଆତ୍ମା ନାଶରହିତ, ଅପ୍ରମେୟ, ଅବିନାଶୀ ଓ ନିତ୍ୟସ୍ୱରୂପ । ଜୀବର ଶରୀରରେ ଆତ୍ମା ରହିଥିବା ପର୍ଯ୍ୟନ୍ତ ଜୀବ ଜୀବିତ ରହିଥାଏ’ ।

ଗୀତା ମାହାତ୍ମ୍ୟ-୨: ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ଭଗବାନ କୃଷ୍ଣଙ୍କ ଉପଦେଶ

‘ଆତ୍ମା ଚିରନ୍ତନ, ଏହା ଆଜି ଅଛି, କାଲି ଥିଲା ଆଗକୁ ବି ସେମିତି ରହିବ’ କୁରୁକ୍ଷେତ୍ର ଯୁଦ୍ଧଭୁମିରେ ନିଜ ପ୍ରତିପକ୍ଷରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୁଳଗୁରୁ କୃପାଚାର୍ଯ୍ୟଙ୍କ ସମେତ ନିଜ ଜ୍ଞାତି, କୁଟୁମ୍ବ ତଥା ସହୃଦମାନଙ୍କୁ ଦେଖିବା ପରେ ଅର୍ଜୁନ … Read More