ଜୁନ୍‌୧୬ ରାଶିଫଳ: ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି, କେମିତି କଟିବ ଦିନ

ମେଷ

ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଧନଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

  • ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
  • ରୋଗୀ- ଅସୁସ୍ଥ ଅନୁଭବ କରିବେ ।
  • ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
  • କର୍ମଜୀବି- ଅର୍ଥ ମିଳିବ ।
  • ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
  • ଗୃହିଣୀ- ଧର୍ମ କାର‌୍ୟ୍ୟରେ ବ୍ୟସ୍ତ ରହିବେ ।

ବୃଷ

ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ। ଭୋଗୀ,ଗୁଣଜ୍ଞ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

  • ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
  •  ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
  • ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
  • କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
  • ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
  • ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ମିଥୁନ

ସଞ୍ଚୟାଭିମୁଖୀ ହୋଇପାରନ୍ତି । ହର୍ଷ ଉଲ୍ଲାସରେ ସମୟ ବିତାଇ ପାରନ୍ତି । କାର‌୍ୟ୍ୟକ୍ଷେତ୍ରରେ ସଫଳତା ପାଇବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

  • କର୍ମଜୀବୀ- ସୁରୁଖୁରୁରେ କାର‌୍ୟ୍ୟ କରିବେ ।
  • ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
  • ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
  • ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
  • ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
  • ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କର୍କଟ

ଉଚ୍ଚ ସମ୍ମାନ ଲାଭ କରିବେ । ହୃଦୟରେ ସେବା ମନୋଭାବ ଜାଗ୍ରତ ହେବ । ଧନବାନ୍ ଏବଂ ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ । ସତ୍ କର୍ମ ଓ ଧର୍ମମାର୍ଗରେ ମନୋନିବେଶ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

  • ରୋଗୀ- ଆଜି ଠାରୁ କିଛି ଦିନ ସତର୍କ ରୁହନ୍ତୁ ।
  • ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
  • ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
  • କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
  • ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
  • ଗୃହିଣୀ- ଧର୍ମ କାର‌୍ୟ୍ୟରେ ବ୍ୟସ୍ତ ରହିବେ ।

ସିଂହ

ଦେବ-ଦେବ ମହାଦେବଙ୍କ ଶରଣାପନ୍ନ ହେବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜନପ୍ରିୟ ଓ ସତ୍ୟବାଦୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

  • ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
  • ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
  • ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
  • କର୍ମଜୀବୀ:  କାର୍ଯ୍ୟ ତତ୍ପର ରହିବେ ।
  • ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
  • ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

କନ୍ୟା

ଯାତ୍ରା ଶୁଭଦାୟକ ହେବ । ଅଲୋଚନା ମାଧ୍ୟମରେ କାର‌୍ୟ୍ୟ କଲେ ସଫଳତା ମିଳିବ । ସତ୍‌-ସଙ୍ଗୀ ହେବେ । ଅତିଥି, ଗୁରୁ ଓ ଦେବପୂଜା ନିରତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

  • ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
  • ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
  • ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
  • କର୍ମଜୀବୀ- ପ୍ରମୋସନ୍ ମିଳିବ ।
  • ଗୃହିଣୀ- ଧାର୍ମିକ ହେବେ ।
  • ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ତୁଳା

ଉତ୍ସବାଦି କାର‌୍ୟ୍ୟରେ ସ୍ୱତ-ପ୍ରବୃତ୍ତ ଭାବେ ଯୋଗଦାନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ ଫଳ ପାଇବାର ସୂଚନା ମିଳୁଛି । ସର୍ବ ବିଧ ଉନ୍ନତି ଆଶା କରାଯାଏ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

  • ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
  • ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
  • ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
  • କର୍ମଜୀବୀ- ସୁରୁଖୁରୁରେ କାର‌୍ୟ୍ୟ କରିବେ ।
  • ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
  • ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା

ଧର୍ମ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । କ୍ରୋଧ ସମ୍ବରଣ କଲେ ପ୍ରତ୍ୟେକ କ୍ଷେତ୍ରରେ ଆଦର ଲାଭ କରିବେ । କାର‌୍ୟ୍ୟକ୍ଷେତ୍ରରେ ସବୁ ବାଧା –ବିଘ୍ନକୁ ଏଡାଇ ସଫଳତା ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

  • ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
  • ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
  • କର୍ମଜୀବୀ- କାର‌୍ୟ୍ୟରେ ଅବହେଳା କରିବେ ନାହିଁ ।
  • ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
  • ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
  • ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ଧନୁ

ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଯାନବାହନ ଚଳାଚଳ ଓ ଉଚ୍ଚ ସ୍ଥାନ ଆରୋହଣରେ ସତର୍କ ରହିବେ । କୃଷି ପ୍ରତି ନଜର ଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

  • ଚାଷୀ- ପୋଖରୀ/ଗାଢ଼ିଆ କରି ଜଳ ସଞ୍ଚୟ କରନ୍ତୁ ।
  • ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
  • କର୍ମଜୀବୀ- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
  • ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
  • ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମକର

ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । କୌଣସି ଏକ କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

  • ଗୃହିଣୀ- ସୁଖଭାରା ଦିନଟି ।
  • ବ୍ୟବସାୟୀ- ଅର୍ଥ ଲାଭ ହେବ ।
  • କର୍ମଜୀବି- ପ୍ରମୋସନ୍ ମିଳିବ ।
  • ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
  • ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
  • ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ

ଉଚ୍ଚ ସମ୍ମାନ ଲାଭ କରିବେ । ତ୍ୟାଗଶୀଳ ହୋଇପାରନ୍ତି । ନୀତିନିଷ୍ଠ , ବିବିଧ ଧନଯୁକ୍ତ,ଚଞ୍ଚଳମନା ଓ ହୃଷ୍ଟ ଚିତ୍ତଯୁକ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

  • ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
  • ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
  • ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
  • କର୍ମଜୀବୀ- ପ୍ରଶଂସିତ ହେବେ ।
  • ବ୍ୟବସାୟୀ- ଅର୍ଥ ହାନୀ ହେବ ।
  • ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମୀନ

କାର୍ଯ୍ୟର ସଫଳତା ଲାଭ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ । ଧନବାନ୍ ହେବେ । ଗୁଭବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

  • ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
  • ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
  • ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
  • କର୍ମଜୀବୀ- ସମ୍ମାନିତ ହେବେ ।
  • ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
  • ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

Leave a Reply

Your email address will not be published.