୨୦୧୯ ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ

ଆଗାମୀ ଲୋକସଭା ନିର୍ବାଚନ ସୁପରଷ୍ଟାର ରଜନୀକାନ୍ତ ଲଢ଼ିବେ ନାହିଁ। ରବିବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସେ ଏହି କଥା ଘୋଷଣା କରିଛନ୍ତି। ତେଣୁ କୌଣସି ଦଳ ତାଙ୍କ ଫଟୋ କିମ୍ବା ତାଙ୍କ ଦଳର ପତାକାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋ ଦଳ କୌଣସି ଦଳକୁ ସମର୍ଥନ କରୁ ନାହିଁ। ତେଣୁ କୌଣସି ଦଳ ମୋ ଫଟୋ, ଦଳର ପତାକା କିମ୍ବା ରଜନୀ … Continue reading ୨୦୧୯ ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ