Home ରାଜନୀତି

ରାଜନୀତି

ଓଡ଼ିଶା ଏବଂ ଆଖପାଖର ରାଜନୀତିକ ଚର୍ଚ୍ଚା ସମ୍ୱନ୍ଧରେ ଆଧାରିତ ରିପୋର୍ଟ ଓ ସମୀକରଣ । Political gossips, discussions, developments in different political parties of Odisha.

LATEST NEWS

ଅନୁଶୀଳନ

ପୁଲିସ ହାତରେ ଲାଠି କାହା ସ୍ୱାର୍ଥରେ

ରାଜ୍ୟ ପୁଲିସ ଆଇନର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସୁରକ୍ଷା କମିଶନ ଗଠନ ପାଇଁ ଥିବା ବ୍ୟବସ୍ଥା । ସେଥିରେ ବିରୋଧିଦଳର ନେତାଙ୍କୁ କେବଳ ସଦସ୍ୟ ରଖାଯାଇନାହିଁ, ତାହା ନୁହେଁ ବରଂ ଏହାର ସବୁ ସଦସ୍ୟଙ୍କୁ ସରକାର ମନୋନୟନ କରିବେ ଓ ଯେଉଁ ଦୁଇ ଜଣ “ସ୍ୱାଧୀନ” ସଦସ୍ୟ ରହିବେ, ସେମାନଙ୍କ ମଧ୍ୟରେ, ଦଳିତ, ଆଦିବାସୀ ବର୍ଗ ମଧ୍ୟରୁ କୌଣସି ବ୍ୟକ୍ତି ବିଶେଷଙ୍କୁ ଏହି କମିଶନରେ ସାମିଲ କରାଯାଇ ନାହିଁ ।

ପାଣିପାଗ

bhubaneswar, India
haze
34 ° C
34 °
34 °
38 %
2.6kmh
20 %
Wed
33 °
Thu
35 °
Fri
37 °
Sat
37 °
Sun
34 °
Odisha Time

FREE
VIEW