ଭୋଟ୍ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗ, (ଓଡିଶା ଟାଇମ୍) : ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି l