କେବିସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
121

ଭୁବନେଶ୍ୱର,(ଓଟି): ସୋନି ଟେଲିଭିଜନ୍‍ରେ ପ୍ରସାରିତ କୌନ୍ ବନେଗା କ୍ରୋର୍‍ପତି ( କେବିସି) ହଟ୍ସିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ । ଶୋ’ର ହୋଷ୍ଟ ତଥା ସୁପରଷ୍ଟାର୍ ଅମିତାଭ୍ ବଚନ୍ଙ୍କ ସହ ଏହା ତାଙ୍କର ପ୍ରଥମ କେବିସି ଶୋ’ ହେବ । ଏହି ଶୋ’ ଶୁକ୍ରବାର ସନ୍ଧ୍ୟାରେ ପ୍ରସାରଣ କରାଯିବ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏହିଦିନ ୱର୍ଲ୍ଡକପ୍ ହକି ବାବଦରେ ସ୍ୱତନ୍ତ୍ର ପ୍ରଶ୍ନାବଳୀର ଉତ୍ତର ରଖିବା ସହ ନିଜର ଅଭିଜ୍ଞତା ଶେୟର କରବେ । ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ସେ ଏହି ଶୋ’ରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Loading...