ବିଜେଡ଼ିରୁ ତିଳୋତ୍ତମାଙ୍କ ଇସ୍ତଫା

ରାଜ୍ୟ ମହିଳା କମିଶନ ସଦସ୍ୟ ତିଳୋତ୍ତମା ନାୟକଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁର୍ବ୍ୟବହାର କରିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ଆଜି ସେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। … Read More

ସୋସିଆଲ ମିଡ଼ିଆ ବିଜ୍ଞାପନ ଖର୍ଚ୍ଚରେ ବିଜେଡ଼ି ଆଗୁଆ

ଦେଶରେ ଯେତିକି ଆଞ୍ଚଳିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସୋସିଆଲ୍ନେଟ୍ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍ଆଡ୍ଆର୍କାଇଭ୍ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। … Read More

ଅନନ୍ତଙ୍କ ବିଧାୟକ ସ୍ୱପ୍ନ ଉପରେ ପୂର୍ଣ୍ଣଛେଦ

ବିଡିଏ ଅଧ୍ୟକ୍ଷ ହେଲେ ଅନନ୍ତ ନାରାୟଣ ଜେନା ରାଜଧାନୀର ଭୁବନେଶ୍ୱର ମହାନଗର ନିଗମର ଦୁଇ ଦୁଇ ଥର ମେୟର ପଦ ସଫଳତାର ସହିତ ତୁଲାଇଥିବା ଅନନ୍ତ ନାରାୟଣ ଜେନାଙ୍କ ବିଧାୟକ ହେବା ସ୍ୱପ୍ନ ଉପରେ ଦଳ ପକ୍ଷରୁ ପୁର୍ଣ୍ଣଛେଦ ପକାଇ ଦିଆଯାଇଛି। … Read More

ନୂଆ ସମୀକରଣର ସଂକେତ

ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗତ ମଙ୍ଗଳବାର ଦିନ ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କ ଅଚାନକ ଘୋଷଣା ବିଜୁ ଜନତା ଦଳ ଭିତରେ ଏବଂ ବାହାରେ ପ୍ରବଳ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଥିଲା। କିନ୍ତୁ ଗତକାଲି ତଥାଗତ ଏବଂ କେନ୍ଦ୍ରମନ୍ତ୍ରୀ … Read More

ଖର୍ଚ କରିପାରୁନି ବିଜେଡି: ବ୍ୟୟଠୁ ଆୟ ୩ଗୁଣା

ଭୁବନେଶ୍ଵର, (ଓଟି): ଦିନକୁଦିନ ବଳିଷ୍ଠ ହୋଇଚାଲିଛି ବିଜେଡି। ଉଭୟ ଲୋକପ୍ରିୟତା ଓ ଅର୍ଥନୀତିକ ଦୃଷ୍ଟିକୋଣରେ ଏହା ଏବେ ଜାତୀୟ ସ୍ତରର ଏକ ପ୍ରମୁଖ ଆଞ୍ଚଳିକ ଦଳ। ନିଜର ଅର୍ଥନୀତିକ ସ୍ଥିତି ଏତେ ଶକ୍ତ ଯେ, ଦେଶର ୪୮ଟି ଜଣାଶୁଣା ଆଞ୍ଚଳିକ ଦଳ … Read More

ସପ୍ତାହବ୍ୟାପୀ ମୁମ୍ବଇର ସବୁ ଅନାଥ ଓ ଜରାଶ୍ରମରେ ଖାଦ୍ୟ ଯୋଗାଇବେ ଅମ୍ବାନୀ

ମୁମ୍ବଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ୱରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଏହି ସହରର ୨୦ ନିୟୁତ ମୁମ୍ବଇ ବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଧିରୁଭାଇ ଅମ୍ବାନୀ … Read More

ଭାରତୀ-ହର୍ଷ ତାଙ୍କ ପୁଅର ନାଁ ରଖିବେ ବିକାଶ, ଜାଣନ୍ତୁ ଏହାର କାରଣ

କମେଡ଼ି କୁଇନ୍ ଭାରତୀ ଓ ହର୍ଷଙ୍କ ଯୋଡ଼ି ଟେଲି ଦୁନିଆରେ ଏକ ରୋମାଣ୍ଟିକ୍ ଯୋଡ଼ି ଭାବେ ଖୁବ୍ ଲୋକପ୍ରିୟ । ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ତାଙ୍କର ଫ୍ୟାମିଲି ଆଗକୁ ବଢାଇବା ପାଇଁ କୌଣସି ପ୍ଲାନିଙ୍ଗ କରିନାହାନ୍ତି … Read More

ଜାହ୍ନବୀଙ୍କ ପ୍ରଥମ ପ୍ରେମ କିଏ? ଜାଣନ୍ତୁ

ଗତ ବର୍ଷ ଫିଲ୍ମ ‘ଧଡ଼କ୍’ରୁ ବଲିଉଡ୍ରେ ପାଦ ଥାପିଥିବା ଜାହ୍ନବୀ ସୁପରହିଟ୍ ଷ୍ଟାରଡଟର୍ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜାହ୍ନବୀଙ୍କ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଏବେ ସୋସିଆଲ୍ … Read More

ସବୁ ପେଟ ରୋଗ ଦୂର କରିବା ପାଇଁ ଡାଏଟରେ ସାମିଲ୍ କରନ୍ତୁ ଏହି ଡ୍ରିଙ୍କସ

ଏସିଡିଟି, ଫୁଡ୍ ପଏଜନିଙ୍ଗ, ଫ୍ରୁଟ୍ ଆଲର୍ଜି ଓ ବଦହଜମି ଭଳି ଯେତେ ସବୁ ପେଟ ରୋଗ ରହିଛି, ତାହାକୁ ଦୂର କରିବାକୁ ଚାହୁଁଥିଲେ ଆପଣ ନିଜ ଡାଏଟ୍ରେ କିଛି ଡ୍ରିଙ୍କସ୍ ସାମିଲ୍ କରନ୍ତୁ । ସେହିସବୁ ଡ୍ରିଙ୍କସ୍ ସମସ୍ତ ପ୍ରକାର ପେଟ … Read More

ପୂଜାଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରୁଛନ୍ତି କି? ନିଶ୍ଚୟ ଧ୍ୟାନ ଦିଅନ୍ତୁ କିଛି ବିଶେଷ ଦିଗ ଉପରେ

ପୂଜା ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲେ କିଛି ବିଶେଷ ଦିଗ ପ୍ରତି ଆପଣ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ନଚେତ୍ ଆପଣଙ୍କ ପୂଜାର୍ଚ୍ଚନା ଅଧୁରା ହୋଇଯିବ । ପୂଜାର୍ଚ୍ଚନା ଅଧୁରା ହେଲେ କୌଣସି ଶୁଭଫଳ ପ୍ରାପ୍ତି ହୋଇନଥାଏ … Read More