ହାଇକୋର୍ଟ ବେଞ୍ଚ ତାତି: ୭ରୁ ୯ଯାଏ ଅର୍ଥନୀତିକ ଅବରୋଧ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ ଜାନୁୟାରୀ୭, ୮ ଏବଂ ୯ ତାରିଖରେ ବିଭିନ୍ନ ସ୍ଥାନରେ ଅର୍ଥନୀତିକ … Read More

ବିଜେପି-ବିଜେଡ଼ି ପ୍ରୀତି ଚାଲିଛି : କଂଗ୍ରେସ

ଭୁବନେଶ୍ୱର (ଓଟି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲାର ବାରିପଦାରେ ସାଧାରଣସଭାକୁ ଉଦ୍ବୋଧନ କଲାବେଳେ ଓଡ଼ିଶା ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ । ସମଭାବରେ ମୁଖ୍ୟମନ୍ତ୍ରୀ ପୁରୀର ମହିଳା ସମାବେଶକୁ ସମ୍ବୋଧନ କଲାବେଳେ … Read More

ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନ ଲୋକାର୍ପିତ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିିତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଏହି ଲୋକାର୍ପଣ ଅବସରରେ କହିଛନ୍ତି ଯେ, ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପଲାଇନର ଏହି … Read More

ମହିଳା ଏସ୍‌ଏଚ୍‌ଜି ପାଇଁ ଟଙ୍କା ବର୍ଷା

ଭୁବନେଶ୍ଵର, (ଓଟି): ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜି ଗ୍ରୁପ୍‌କୁ ଏଣିକି ବିନା ସୁଧରେ ୩ଲକ୍ଷ ଟଙ୍କାଯାଏ ଋଣ ଦିଆଯିବ । ବ୍ଲକ୍‌ସ୍ତରରେ ଥିବା ଏସ୍‌ଏଚ୍‌ଜି ମହାସଂଘକୁ ସରକାର ୨୫ ଲକ୍ଷ ଟଙ୍କା ଯାଏ ସହାୟତା ରାଶି ପ୍ରଦାନ … Read More

୪୦ ବର୍ଷ ପରେ ମହିଳାମାନଙ୍କୁ ସ୍ତନ କର୍କଟ ହେବା ଆଶଙ୍କା ରହିଛି

ଭୁବନେଶ୍ୱର, (ଓଟି) : ଯଦି ଆପଣ ମାସିକ ଋତୁସ୍ରାବରେ ଅନିୟମିତତା, କୋ÷ଣସି ସନ୍ତାନସନ୍ତତି ନ ହେବା ସମସ୍ୟା କିମ୍ବା ୩୦ ବର୍ଷ ପରେ ଗର୍ଭବତୀ ହୋଇଛନ୍ତି ତେବେ ଆପଣଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ରହିଛି । ଚାଳିଶି ବର୍ଷ … Read More

ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବୟଫ୍ରେଣ୍ଡ୍‌ ଅଟକ

ବଲାଙ୍ଗିର,(ଓଟି): ସମ୍ୱଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମ୍‌ରନ୍‌ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍‌ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍‌ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା … Read More

ହସିନା ଗାଁରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗାଁ ଲୋକଙ୍କ ବିରୋଧ

ଭୁବନେଶ୍ୱର,(ଓଟି): ଡଙ୍ଗାବୁଡି ଘଟଣାରେ ଅନୁକମ୍ପା ରାଶି ଦେବାକୁ ହସିନା ଗାଁକୁ ଯାଇଥିବା ସମୟରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ରାଶି ଦେବାକୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି … Read More

ଜାନୁଆରି ୧୦ ସୁଦ୍ଧା ଅଯୋଧ୍ୟା ଶୁଣାଣି ଲାଗି ଗଠନ ହେବ ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠ

ଭୁବନେଶ୍ୱର,(ଓଟି): ଅଯୋଧ୍ୟାର ବାବ୍ରି ମସ୍‌ଜିଦ୍‌- ରାମ ଜନ୍ମଭୂମି ଟାଇଟଲ୍‌ ସୁଟ୍‌ ଉପରେ ଶୁଣାଣି ନିମନ୍ତେ ଜାନୁଆରି ୧୦ ତାରିଖ ପୂର୍ବରୁ ନୂଆ ଖଣ୍ଡପୀଠ ଗଠନ ହେବା କଥା ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, … Read More

ମୋଦିଙ୍କ ପ୍ରଶ୍ନର ଉତ୍ତର ଦେଲେ ନବୀନ

ଭୁବନେଶ୍ୱର,(ଓଟି): ଗତ ଡିସେମ୍ବର ୨୪ ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୨୦୧୪ ଏପ୍ରିଲ ମାସରୁ ୨୦୧୮ … Read More

ରାଜଧାନୀରେ ବୁଲନି, ଗାଁ ସହ ଯୋଡି ହୁଅ

ଭୁବନେଶ୍ୱର,(ଓଟି):  ଆଗକୁ ନିର୍ବାଚନ, ଭୁବନେଶ୍ବରରେ ବୁଲନି, ଗାଁକୁ ଯାଅ ଲୋକଙ୍କ ସହ ଯୋଡି ହୁଅ ଏବଂ ବୁଥ କମିଟି ଗଠନ ପ୍ରକ୍ରିୟା ଶୀଘ୍ର ଶେଷ କର । ଏବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ନେତା, … Read More