ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଲକ୍‌ଡାଉନ୍‌ କଟଣାକୁ ସରକାର ୩୦ ଜୁନ୍‌ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍‌ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍‌, ସିନେମା ହଲ୍‌  ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା … Continue reading ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ