ବଜେଟ୍‌ ୨୦୧୯-୨୦: ରାଜ୍ୟ ହରାଇବ ୨୬ ହଜାର ୩୪୨ କୋଟି

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ୨୦୧୯-୨୦ ଆର୍ଥିକ ବଜେଟ୍‌ ରାଜ୍ୟର ଆଶାକୁ ପୂରଣ କରିପାରି ନାହିଁ। ଚତୁର୍ଦଶ ଅର୍ଥ କମିଶନଙ୍କ ସୁପାରିଶ୍‌ ଅନୁସାରେ ରାଜ୍ୟ ସରକାର ୨୦୧୫-୨୦ ଭିତରେ ୧ଲକ୍ଷ ୪ ହଜାର ୭୪ କୋଟି ଟଙ୍କା ରାଜସ୍ଵ ଅଂଶ ବା ଅନୁଦାନ ପାଇବାକୁ ଯୋଗ୍ୟ ଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ବଜେଟ୍‌କୁ ମିଶାଇ ୧ଲକ୍ଷ ୫୭ ହଜାର ୮୦୦ କୋଟି ଟଙ୍କା ଅଂଶ ବା ଅନୁଦାନ ପ୍ରଦାନ କରିଛନ୍ତି ବା … Continue reading ବଜେଟ୍‌ ୨୦୧୯-୨୦: ରାଜ୍ୟ ହରାଇବ ୨୬ ହଜାର ୩୪୨ କୋଟି