ବାସହୀନଙ୍କ ଲାଗି ସହରାଞ୍ଚଳ ଆବାସ ମାଗଣା: ଟଙ୍କା ଦରକାର ନାହିଁ କି ପରିଚୟ ପତ୍ର

ଭୁବନେଶ୍ଵର, (ଓଟି): ସହାରାଞ୍ଚଳରେ ବାସହୀନଙ୍କ ରାତ୍ରୀଯାପନ ଲାଗି ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ରାତ୍ରୀଯାପନ ଗୃହକୁ ମାଗଣା କରାଯାଇଛି। ଏଠାରେ ରହିବାକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ କି ସେମାନଙ୍କୁ କେହି ପରିଚୟପତ୍ର ମାଗିବେ ନାହିଁ। ଯଦିବା କେହି ପରିଚୟପତ୍ର ମାଗିବେ ତେବେ ନଦେଇପାରିଲେ ତାଙ୍କୁ କେହି ସେଠାରେ ରହିବାରୁ ବଞ୍ଚିତ କରିପାରିବେ ନାହିଁ। ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଏହି ନିୟମକୁ ଘୋଷଣା କରିଛନ୍ତି କଟକ ମ୍ୟୁନିସିପାଲ କର୍ପୋରେସନ୍‌। ସହରାଞ୍ଚଳ ବିକାଶ ପ୍ରାଧୀକରଣ ଏ … Continue reading ବାସହୀନଙ୍କ ଲାଗି ସହରାଞ୍ଚଳ ଆବାସ ମାଗଣା: ଟଙ୍କା ଦରକାର ନାହିଁ କି ପରିଚୟ ପତ୍ର