ବଢ଼ିବନି ବିଜୁଳି ବିଲ୍‌, ଉପଭୋକ୍ତାଙ୍କୁ ମିଳିବ ଡବଲ୍‌ ରିହାତି

ଭୁବନେଶ୍ଵର, (ଓଟି): ଏବର୍ଷ ବିଜୁଳି ବିଲ୍‌ ବଢ଼ିବ ନାହିଁ। ବରଂ ଯେଉଁ ଉପଭୋକ୍ତାମାନେ ଠିକଣଶ ସମୟରେ ବିଲ୍‌ ପଇଠ କରୁଛନ୍ତି ସେମାନଙ୍କୁ ଡବଲ୍‌ ରିହାତି ମିଳିବ। ମାର୍ଚମାସ ରିୖାତି ବେଳେ ଏହି ଦ୍ଵିଗୁଣା ରିହାତି କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ବିଜୁଳି ନିୟମାକ ଆୟୋଗ ) ଓଇଆରସି ପକ୍ଷରୁ କୁହାଯାଇଛି। ଆୟୋଗଙ୍କ ପକ୍ଷରୁ ଏହାର ଲୋକସମ୍ପର୍କ ଅଧିକାରୀ ପୂରବୀ ଦାସ କହିଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଛନ୍ତି ଓଇଆର୍‌ସି। ଏନେଇ ଶୁଣାଣି … Continue reading ବଢ଼ିବନି ବିଜୁଳି ବିଲ୍‌, ଉପଭୋକ୍ତାଙ୍କୁ ମିଳିବ ଡବଲ୍‌ ରିହାତି