ଜିଡିପି ଅଭିବୃଦ୍ଧିରେ ଖଣିଜ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ଓଟି) : ଭାରତୀୟ ଅର୍ଥନୀତିର ବିକାଶ ଧାରାରେ ଖଣିଜ ସମ୍ପଦ ତଥା ଏହା ଉପରେ ନିର୍ଭରଶୀଳ ଶିଳ୍ପର ଗୁରୁତ୍ୱପୂଣ୍ଣ ଭୂମିକା ରହିଛି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ଅର୍ଥନୀତି ପ୍ରତି ଖଣିଜ ଶିଳ୍ପର ଅବଦାନ ବୃଦ୍ଧି ପାଇପାରିବ … Read More

ଜିଓ ନ୍ୟୁଜ: ୧୨ଟି ଭାଷାରେ ନ୍ୟୁଜ୍‍ କଣ୍ଟେଣ୍ଟ ପାଇଁ ଏକକ ମୋବାଇଲ୍‍ ଆପ୍‍

ଜିଓ ପକ୍ଷରୁ ଜିଓନ୍ୟୁଜ ନାମରେ ଏକ ନୂତନ ପରିବର୍ତନ ଅ ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଆପ୍ଲିକେସନ ସହିତ ୱେବ ଆଧାରିତ ସେବା ( www.jionews.com ) ରୂପରେ ଉନ୍ମୋଚନ କରାଯାଇଛି । ଏହି ଆପ ଗୁଗୁଲ ପ୍ଲେ … Read More

ମାର୍ଚ ଦରମା ଦେଇପାରିଲାନି ଜେଟ୍‌ ଏୟାରଓ୍ବେଜ୍‌

ଭୁବନେଶ୍ଵର, (ଓଟି): ପନ୍ଦର ହଜାର କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାର୍‌ଓ୍ବେଜ୍‌ କର୍ମଚାରୀଙ୍କୁ ଦରମା ଦେବାରେ ଅକ୍ଷମ ପ୍ରକାଶ କରିଛି। ମାର୍ଚ ମାସର ଦରମା ଆହୁରି ବିଳମ୍ବ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଋଣ ଦାତାଙ୍କ ସହ … Read More

ଜିଓ ଓ ଶାଓମି ପକ୍ଷରୁ ଆକର୍ଷଣୀୟ ରେଡ୍‌ମି- ଗୋ ଜିଓ ଡିଜିଟାଲ୍ ଲାଇଫ୍ ଅଫର ସହିତ ‘ଆପଣଙ୍କ ନୂଆ ଦୁନିଆ’ ସୃଷ୍ଟି

ବିଶ୍ୱର ସର୍ବବୃହତ ମୋବାଇଲ୍ ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡ୍ମି ଗୋ ଅଫର୍ ସହିତ ଭାରତୀୟଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍ ସମ୍ଭାର ଆଣିଦେଇଛି । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଶାଓମି ରେଡ୍ମି ଗୋ ସହିତ ଜିଓ ପକ୍ଷରୁ … Read More

ମୃତକଙ୍କୁ ୨୫ ଲକ୍ଷ ସହାୟତା ଦେବ ବେଦାନ୍ତ

ଭୁବନେଶ୍ଵର, (ଓଟି): ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପ୍ଲାଣ୍ଟ ସାମ୍ନାରେ ସୁରକ୍ଷାବଳ ଏବଂ ଗ୍ରାମବାସୀଙ୍କ ଭିତରେ ଚାଲିଥିବା ଉତ୍ତେଜନାରେ ଅନ୍ତ ଆଣିବା ଲାଗି ପ୍ଲାଣ୍ଟ କର୍ତ୍ତୃପକ୍ଷ ମୃତକଙ୍କ ପାଇଁ କ୍ଷତିପୂରଣ ସହାୟତା ଘେଶଷଣା କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ କମ୍ପାନୀ ପକ୍ଷରୁ ୨୫ … Read More

ହରିୟାଣାରେ ଜେଏସ୍‌ପିଏଲ୍‌ର କିଶୋରୀ ଏକ୍ସପ୍ରେସ୍‌ 

ଅନୁଗୁଳର ଛେଣ୍ଡିପଦାଠାରୁ  ଆରମ୍ଭ ହୋଇଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର କିଶୋରୀ ଏକ୍ସପ୍ରେସ୍‌ ହରିୟାଣା ପହଞ୍ଚିଛି। ହରିୟାଣାର ନୁହ ଜିଲ୍ଲା ଅନ୍ତର୍ଗତ ପୁନ୍‌ହାମା ବ୍ଲକ୍‌ର ପ୍ରତି ଗାଁରେ ପହଞ୍ଚି କିଶୋରୀମାନଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପର୍କିତ ସଚେତନତା ସୃଷ୍ଟିକରିବା ଏହାର ଲକ୍ଷ୍ୟ ରହିଛି। ଜିଲ୍ଲା ପ୍ରଶାସନ … Read More

ସାମସଙ୍ଗ ଏବଂ ଜିଓ ସହବନ୍ଧନ : ୨୨ରେ ମିଳିବ ସାମସଙ୍ଗ ଗାଲାକ୍ସି ଏମ

ଗ୍ରାହକ ମାନଙ୍କୁ ସବୁବେଳେ ନୂତନ ସୁବିଧା ଓ ସେବା ଯୋଗାଇଆସିଥିବା ରିଲାଏନ୍ସ ଜିଓ ପକ୍ଷରୁ ଏବେ ସାମସଙ୍ଗ ସହବନ୍ଧନରେ କେବଳ ଜିଓ ଉପଭୋକ୍ତାମାନଙ୍କ ପାଇଁ  ନୂତନ ଭାବେ ବଜ଼ାରକୁ ଆସିଥିବା ଗାଲାକ୍ସି ଏମ ୨୦ ଏବଂ ଗାଲାକ୍ସି ଏମ ୧୦  ସ୍ମାର୍ଟଫୋନର … Read More

୪ଜି ଡାଉନଲୋଡ ସ୍ପିଡରେ ଜିଓ, ଅପଲୋଡରେ ଆଇଡ଼ିଆ ଆଗରେ: ଟ୍ରାଇ

୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଜାନୁୟାରୀ ମାସ ପାଇଁଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେସେକେଣ୍ଡ ପ୍ରତି ହାରାହାରି ୧୮.୮ ମେଗାଵିଟ ସ୍ପିଡ଼ ସହିତ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି |  ଏହା ଡିସେମ୍ବର ମାସରେଜିଓର ହାରାହାରି ଡାଉନଲୋଡ ସ୍ପିଡ଼ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି |  ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ରହିଥିଲା | ଜାନୁୟାରୀ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତି ହାରାହାରି ୯.୫ ମେଗାଵିଟ ସ୍ପିଡ଼ ହାସଲ କରଥିବାବେଳେଭୋଡାଫୋନର ସେକେଣ୍ଡ ପ୍ରତି ହରାହାରି ୬.୭ ମେଗାଵିଟ ଏବଂ ଆଇଡ଼ିଆ ୫.୫ ମେଗାଵିଟ ସ୍ପିଡ଼ ହାସଲ କରିଥିଲେ |ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ବେଶ ଗୁରୁତ୍ୱ ବହନ କରିଥାଏ | ତେବେ ଜାନୁୟାରୀ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୮ ମେଗାଵିଟ ସ୍ପିଡ଼ ସହିତ ଆଗରେରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୫.୪ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୪ ମେଗାଵିଟଅପଲୋଡ ସ୍ପିଡ଼ ରହିଥିଲା | ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସାମାନ୍ୟ ହ୍ରାସ ପାଇଁ ସେକେଣ୍ଡ ପ୍ରତି୩.୮ ମେଗାଵିଟ ରହିଥିଲା |  ସୂଚନାଯୋଗ୍ୟ ଯେ ପ୍ରତି ମାସ ପାଇଁ ଏହି ହରାହାରି ସ୍ପିଡ଼ ଟ୍ରାଇ ଦ୍ୱାରା ବାସ୍ତବ ସମୟରେମାଇଁ ସ୍ପିଡ଼ ଆପ୍ସ ଜରିଆରେ ସଗୃହିତ ତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି | 

ଡାଉନ୍‌ଲୋଡ୍‌ ପାଇଁ ଆଗରେ ରହିଲା ଜିଓ ଇଣ୍ଟର୍‌ନେଟ୍‌ ସ୍ପୀଡ୍‌

ଡିସେମ୍ବର ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ସେକେଣ୍ଡ ପ୍ରତି ହାରାହାରି ୧୮.୭ ମେଗାଵିଟ ସ୍ପିଡ଼ ସହିତ ରିଲାଏନ୍ସ ଜିଓ ବିଗତ ୧୨ ମାସ ଧରି କ୍ରମାଗତ ଭାବରେ … Read More