ଚୀନ୍ ପରାଜିତ ! ବିଆରଆଇର ସମାପ୍ତି ଏହାର ବିସ୍ତାରବାଦୀ ଚିନ୍ତାଧାରାକୁ କବର ଦେଇଛି

ବିଶ୍ୱ ମହାମାରୀ କରୋନା ବିଶ୍ୱର ଦେଶଗୁଡ଼ିକୁ ଜଗତୀକରଣରୁ ଦୂରେଇ ଯିବାକୁ ବାଧ୍ୟ କରିଛି । ଏହି କାରଣରୁ, ସମସ୍ତ ଦେଶ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ଯାଉଛନ୍ତି । ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ ଉତ୍ପାଦନ … Read More

ଭାରତର ର’, ଇସ୍ରାଏଲର ମୋସାଦ ଏବଂ ୟୁଏଇର ସିଆ ତୁର୍କୀକୁ ଧ୍ୱଂସ କରିବେ

ତୁର୍କୀର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ଖରାପ । ଗୋଟିଏପଟେ ତାଙ୍କୁ ଖ୍ରୀଷ୍ଟିଆନ ଜଗତରେ ସମାଲୋଚନା କରାଯାଉଥିବାବେଳେ ଅନ୍ୟପଟେ ପୂର୍ବ ଭୂମଧ୍ୟସାଗରରେ ଗ୍ରୀସର ସାମୁଦ୍ରିକ ଅଞ୍ଚଳର ଅନୁପ୍ରବେଶ ହେତୁ ସେ ଫ୍ରାନ୍ସ ଏବଂ ଇସ୍ରାଏଲର କ୍ରୋଧର ସମ୍ମୁଖୀନ ହେଉଛି । ଏହା ସହିତ … Read More

ଭାରତରେ ଆଜି ଲଞ୍ଚ ହେବ ସାମସଙ୍ଗ ଗାଲାକ୍ସି M31s

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସାମସଙ୍ଗ ଗାଲାକ୍ସି ଏମ୩୧ଏସ୍ ସ୍ମାର୍ଟଫୋନ୍ ଗୁରୁବାର ଦ୍ୱିପ୍ରହର ୧୨ଟା ସମୟରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅପକମିଂ ସ୍ମାର୍ଟଫୋନକୁ ନେଇ କମ୍ପାନୀ ପକ୍ଷରୁ ଏକ ଟିଜର ଜାରି କରାଯାଇଛି । କମ୍ପାନୀର ସୂଚନାନୁସାରେ ଏହି … Read More

ଟାଟାଠାରୁ ଆଦାନୀ ପର୍ଯ୍ୟନ୍ତ – ଦେଶର ବଡ଼ ଶିଳ୍ପଦ୍ୟୋଗୀ ରେଳବାଇରେ ପୁଞ୍ଜିନିବେଶ ପାଇଁ ଆଗକୁ ଆସୁଛନ୍ତି !

ତେଜସ୍‌ ଏକ୍ସପ୍ରେସର ସଫଳତା ପରେ ଭାରତୀୟ ରେଳବାଇ ବର୍ତ୍ତମାନ ରେଳବାଇର ଘରୋଇକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ୧୫୧ଟି ଟ୍ରେନର ପରିଚାଳନାକୁ ବ୍ୟକ୍ତିଗତ ହାତକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଭାରତକୁ ଏକ ଆକର୍ଷଣୀୟ ବ୍ୟବସାୟ ହବ୍ … Read More

ଓଡିଶାର ୧୦ ସହରରେ ଜିଓମାର୍ଟ

ଭୂବନେଶ୍ୱର, (ଓଡ଼ିଶା ଟାଇମ୍‍): ରିଲାଏନ୍ସ ରିଟେଲ୍‌ର ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟ ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ସେବା ଆରମ୍ଭ କରିଛି । ଏବେ ଓଡିଶାର ୧୦ ଟି ସହରରେ ଏହି ସେବା ଉପଲବ୍ଧ ହୋଇଥିବା ରିଲାଏନ୍ସ ପକ୍ଷରୁ କୁହାଯାଇଛି … Read More

AJIO.com ପକ୍ଷରୁ ଆକର୍ଷଣୀୟ ଡିସ୍କାଉଣ୍ଟ ସହ  ବିଗ୍ ବୋଲ୍ଡ ସେଲ ଘୋଷଣା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଭାରତର ଅଗ୍ରଣୀ ଅନଲାଇନ ଫ୍ୟାସନ ଇ-ରିଟେଲର AJIO.com  ପକ୍ଷରୁ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ପୋଷାକ ଓ ଫ୍ୟାସନ ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସହିତ ଆଜିଠାରୁ  ଜୁନ ୧୫ ଯାଏଁ ବିଗ୍ ବୋଲ୍ଡ ସେଲ୍ ଆରମ୍ଭ ହୋଇଛି । … Read More

ଭାରତର ବଜାରକୁ ନେଇ ଫେସବୁକ୍-ଗୁଗୁଲର ତୀବ୍ର ପ୍ରତିଯୋଗିତା

ଜିଓ-ଫେସବୁକ୍ ଡିଲ୍ ପରେ ଗୁଗୁଲ ଭୋଡା-ଆଇଡିଆରେ ବିନିଯୋଗ କରିବ ଗତ କିଛିଦିନ ହେବ ମାଇକ୍ରୋସଫ୍ଟ, ଗୁଗୁଲ୍ ଏବଂ ଫେସବୁକ୍ ପରି ବିଶ୍ୱର ବଡ଼ ବୈଷୟିକ କମ୍ପାନୀଗୁଡ଼ିକ ପାଇଁ ଭାରତ ଏକ ଯୁଦ୍ଧ କ୍ଷେତ୍ର ପାଲଟିବାରେ ଲାଗିଛି । ଏହି ସମସ୍ତ କମ୍ପାନୀ … Read More

ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା: କୋଭିଡ୍‌ ଓ ଲୁପସ୍‌ରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): କରୋନା ଓ ଲୁପସ୍‍ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ଜଣେ୪୦ ବର୍ଷିୟା ଏହି ମହିଳା । ସେ କିଛିଦିନ ତଳେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା … Read More

ଜିଓ ପ୍ଲାଟଫର୍ମ୍‌ସରେ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଅନ୍ୟତକ ଅନ୍ତରାଷ୍ଟ୍ରୀୟ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ … Read More

ରେପୋ ରେଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ 

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦେଶର ଅର୍ଥନୀତିର ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିସଳନୀରେ ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ କାଟି … Read More