ମା’ ହେଲେ ନେହା ଧୁପିଆ

ଗତ ମେ’ ମାସରେ ଅଙ୍ଗଦ ବେଦିଙ୍କ ସହିତ ପରିଣୟ ସୂତ୍ରରେ ବାନ୍ଧି ହୋଇଥିବା ନେହା ଧୁପିଆ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଜି (୧୮ତାରିଖ) ସକାଳେ ମୁମ୍ବାଇର ଖାର୍ସ୍ଥିତ ୱିମେନ୍ସ ହସ୍ୱିଟାଲ୍ ରେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହ ପୂର୍ବରୁୁ ନେହା ପ୍ରେଗନାଣ୍ଟ୍ ଥିଲେ ବୋଲି ନେହା ଓ ତାଙ୍କ ପତି ଅଙ୍ଗଦ ପ୍ରଥମ ଥର ପାଇଁ ସ୍ୱିକାର କରିଛନ୍ତି ବୋଲି ମିଡିଆ ସୂତ୍ରରୁ ପ୍ରକାଶ । ନହ୍ନିପରୀଙ୍କ … Continue reading ମା’ ହେଲେ ନେହା ଧୁପିଆ