ପଶ୍ଚିମାଞ୍ଚଳରେ ଗେମ୍‌ ଚେଞ୍ଜର ହେବେ ନବୀନ ପଟ୍ଟନାୟକ

ଭୁବନେଶ୍ଵର, (ଓଟି): ରାଜ୍ୟର ପଶ୍ଚିମାଞ୍ଚଳରୁ ବ୍ୟାପ୍ତ ହେଉଥିବା ଗେରୁଆ ବାହିନୀର ଗତିପଥରେ ରୋକ୍‌ ଦେବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାମ୍ନାକୁ ଆସିବେ। ବିଜେଡି ଏକତା ତଥା ନିର୍ଭରଶୀଳତାକୁ ବଜାୟ ରଖିବା ଲାଗି ସେ ପ୍ରାର୍ଥୀ ହେବେ। ଏମିତି ଏକ … Continue reading ପଶ୍ଚିମାଞ୍ଚଳରେ ଗେମ୍‌ ଚେଞ୍ଜର ହେବେ ନବୀନ ପଟ୍ଟନାୟକ