ବିପର୍ଯ୍ୟୟ ପୀଡ଼ିତ ରାଜ୍ୟଙ୍କୁ ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା ପାଇଁ ଦାବି କଲେ ନବୀନ

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଛାଡ଼ି ନଥିବା ବିଜେଡି ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ଆଉ ଏକ ନୂଆ ଦାବି କେନ୍ଦ୍ର ଆଗରେ ଉପସ୍ଥାପନ କରିଛି। ଏହା ହେଉଛି ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା। ଏହା କେବଳ ଓଡ଼ିଶା ନୁହେଁ ବରଂ ଦେଶର ବିଭିନ୍ନ ସମୟରେ ବିପର୍ଯ୍ୟୟରେ ପୀଡ଼ିତ ହେଉଥିବା ରାଜ୍ୟଗୁଡ଼ିକର ପନରୁଦ୍ଧାର ଲାଗି ଉଦ୍ଦିଷ୍ଟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଅବସରରେ ଜଣାଇଛନ୍ତି। ସେ … Continue reading ବିପର୍ଯ୍ୟୟ ପୀଡ଼ିତ ରାଜ୍ୟଙ୍କୁ ‘ସ୍ଵତନ୍ତ୍ର ଧ୍ୟାନ କେନ୍ଦ୍ରୀତ ରାଜ୍ୟ’ ମାନ୍ୟତା ପାଇଁ ଦାବି କଲେ ନବୀନ