ପ୍ରଭାସ କରମହାପାତ୍ର ମୋରଡ଼ାରୁ କଂଗ୍ରେସ ପ୍ରାର୍ଥୀ

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ଆସନରୁ ପ୍ରଭାସ କରମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ହେବେ। ଆଜି ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। କଂଗ୍ରେସ ଆଜି ପୂର୍ବାହ୍ନରେ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। କିନ୍ତୁ ସେଥିରେ ମୋରଡ଼ା ସ୍ଥାନ ପାଇନଥିଲା।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

Leave a Reply

Your email address will not be published.