ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ ଗୁଜରାଟ ବଜାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଥିବା ଶାଢ଼ୀର ଚାହିଦା ବଢ଼ିବାରେ ଲାଗିଛି। ଏହି ଶାଢ଼ୀ କିଣିବା ପାଇଁ ବିଜେପି ସମର୍ଥକ ଥିବା ମହିଳାମାନେ ବିଶେଷ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ମୋଦୀ ଚିତ୍ର ଥିବା ଏହି ଶାଢ଼ୀ ମାଧ୍ୟମରେ ସେମାନେ … Continue reading ବଜାରରେ ମିଳିଲାଣି ମୋଦୀ ଶାଢ଼ୀ