ଉଜ୍ଜ୍ୱଳ ତ୍ୱଚା ପାଇଁ ଗେଣ୍ଡୁଫୁଲ

0
6
advt
< a href= "#">

ଶୀତଦିନେ ତ୍ୱଚା ଶୁଷ୍କ ଓ କଳା ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗେଣ୍ଡୁ ଫୁଲ ଓ ଗେଣ୍ଡୁ ଗଛର ପତ୍ର ହେଉଛି ମହୌଷଧି ସଦୃଶ । ଗେଣ୍ଡୁ ଗଛରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଥିବାରୁ ଏହା ତ୍ୱଚା ପାଇଁ ସବୁଠାରୁ ଭଲ ।

advt

ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଏହାର ଫେସ୍ପ୍ୟାକ୍ ବନାଇବା ଏକ୍ଦମ୍ ସହଜ । ପ୍ରଥମେ ଗେଣ୍ଡୁ ଫୁଲକୁ ନେଇ ତାହାର ପାଖୁଡ଼ା ଗୁଡ଼ିକୁ ଅଲଗା କରିଦିଅନ୍ତୁ । ଏହାପରେ ସେଥିରେ ଗେଣ୍ଡୁ ଗଛର ପତ୍ରକୁ ବାହାର କରି ମିଶନ୍ତୁ । ଏହାକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ ।

ଧ୍ୟାନ ରଖନ୍ତୁ ଏହାକୁ ଖରାରେ ନ ଶୁଖାଇ ଘର ଭିତରେ ଶୁଖାନ୍ତୁ । ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ଏହାକୁ ଗୁଣ୍ଡ କରି ଚାଲୁଣିରେ ଚଲାନ୍ତୁ । ଚଲାଇବା ପରେ ଯେଉଁ ପାଉଡର୍ ରହିଲା, ସେଥିରେ ଅଳ୍ପ ନଡ଼ିଆ ତେଲ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍‌କୁ ଆପଣ ସବୁଦିନେ ଫେସ୍‌ ପ୍ୟାକ୍‌ ଭାବେ ଲଗାଇପାରିବେ ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଫ୍ୟାଶନ୍ କ୍ରେଜିରେ ଷ୍ଟେଟ୍‌ମେଣ୍ଟ ଇୟର ରିଙ୍ଗ୍‌

ଫ୍ୟାଶନ୍ କ୍ରେଜିରେ ଷ୍ଟେଟ୍‌ମେଣ୍ଟ ଇୟର ରିଙ୍ଗ୍‌

କେମିତି ପିନ୍ଧିବେ ଗହଣା, କିଛି ଟିପ୍ସ

କେମିତି ପିନ୍ଧିବେ ଗହଣା, କିଛି ଟିପ୍ସ

ୟୋ ୟୋ ଡାଏଟିଙ୍ଗ୍ କ’ଣ? ଶରୀର ଉପରେ ଏହାର ପ୍ରଭାବ

ୟୋ ୟୋ ଡାଏଟିଙ୍ଗ୍ କ’ଣ? ଶରୀର ଉପରେ ଏହାର ପ୍ରଭାବ

 

 

advt
< a href= "#">