ମହାନଦୀ ଜଳ ବିବାଦ: ଛତିଶଗଡ଼ ସହ ଆଲୋଚନାକୁ ଓଡ଼ିଶା ଯିବ ନା ନାହିଁ?

ମହାନଦୀ ଜଳ ବିବାଦରେ ଦୁଇଟି ରାଜ୍ୟ ଜଡ଼ିତ ଥିବାରୁ ଉଭୟଙ୍କ ମଧ୍ୟରେ ଥରେ ଆଲୋଚନା ହେଉ ବୋଲି କେନ୍ଦ୍ର ସରକାର ବାରମ୍ୱାର କହି ଆସୁଛନ୍ତି। ବୁଝାମଣାରେ କେନ୍ଦ୍ର ମଧ୍ୟସ୍ଥତା କରିବ ବୋଲି କହିବା ପରେ ବି ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ … Continue reading ମହାନଦୀ ଜଳ ବିବାଦ: ଛତିଶଗଡ଼ ସହ ଆଲୋଚନାକୁ ଓଡ଼ିଶା ଯିବ ନା ନାହିଁ?