ମହାନଦୀ ଜଳ ବିବାଦ: ଛତିଶଗଡ଼ ସହ ଆଲୋଚନାକୁ ଓଡ଼ିଶା ଯିବ ନା ନାହିଁ?

Post Views: 10 ମହାନଦୀ ଜଳ ବିବାଦରେ ଦୁଇଟି ରାଜ୍ୟ ଜଡ଼ିତ ଥିବାରୁ ଉଭୟଙ୍କ ମଧ୍ୟରେ ଥରେ ଆଲୋଚନା ହେଉ ବୋଲି କେନ୍ଦ୍ର ସରକାର ବାରମ୍ୱାର କହି ଆସୁଛନ୍ତି। ବୁଝାମଣାରେ କେନ୍ଦ୍ର ମଧ୍ୟସ୍ଥତା କରିବ ବୋଲି କହିବା ପରେ ବି ରାଜ୍ୟ … Continue reading ମହାନଦୀ ଜଳ ବିବାଦ: ଛତିଶଗଡ଼ ସହ ଆଲୋଚନାକୁ ଓଡ଼ିଶା ଯିବ ନା ନାହିଁ?