ଦୀପିକାଙ୍କ ଜୀବନର ବେଷ୍ଟ୍ ମୋମେଣ୍ଟ୍ସ

ନିକଟରେ ଅୟୋଜିତ ଏକ ସାକ୍ଷାତକାରରେ ଦୀପିକା ନିଜ ଜୀବନର କିଛି ଅଭୁଲା ଓ ସୁଖଦ ମୁହୂର୍ତ୍ତକୁ ଗଣମାଧ୍ୟମ ସହିତ ସେୟାର୍ କରିଛନ୍ତି । ଦୀପିକାଙ୍କ କହିବା ଅନୁଯାୟୀ ବିବାହର ଦିନଗୁଡ଼ିକ ତାଙ୍କ ପାଇଁ ସବୁଠାରୁ ଅଧିକ ଖୁସି ଆଣିଦେଇଥିଲା । କନ୍ୟାଦାନର … Read More

କାଦର୍ ଖାନ୍

ପୁରୁଣାବର୍ଷ ସହିତ ଅଭିନୟ ଜଗତର ଖ୍ୟାତନାମା ଅଭିନେତା କାଦର୍ ଖାନ୍ ଆମ ସମସ୍ତଙ୍କଠାରୁ ଚିର ବିଦାୟ ନେଇଛନ୍ତି । ୩୧ ତାରିଖ ରାତିରେ କାଦର୍ଙ୍କ ମୃତ୍ୟୁ ହୋଇଯାଇଛି । ୮୧ ବର୍ଷୀୟ କାଦରଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି । କାଦର୍ଙ୍କ … Read More

ନ୍ୟୁଇୟରରେ ୫ଟି କାମ କରିବେ ଅମୀର୍

ଆସିଗଲା ନୂଆବର୍ଷ । ଏହି ନୂଆ ବର୍ଷକୁ ସ୍ୱାଗତ କରିବା ସହିତ ନୂଆ କରି କିଛି କରିବାର ସଂକଳ୍ପ ଏକ ନୂଆ ଧାରା ସୃଷ୍ଟି କରିଛି । ଏହି ଧାରାରୁ ବଲିଉଡ୍ ତାରକା ମଧ୍ୟ ନିଜକୁ ମୁକ୍ତ କରିପାରିନାହାନ୍ତି । ସଲ୍ଲୁ … Read More

ପ୍ରତିଥର ଜାନୁୟାରୀ ୧ ବଲିଉଡ୍ ପାଇଁ ବିଶେଷ, କାହିଁକି ଜାଣନ୍ତୁ

ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବଲିଉଡ୍ ତାରକାଙ୍କ ସେଲିବ୍ରେସନ୍ ଟିକେ ନିଆରା । ନ୍ୟୁଇୟର୍ ପାର୍ଟିର ମସ୍ତି ସହିତ ପ୍ରତିବର୍ଷ ବଲିଉଡ୍ ପାଇଁ ଜାନୁୟାରୀ ୧ ତାରିଖ ହୋଇଥାଏ ବିଶେଷ ଆକର୍ଷଣୀୟ । କାହିଁକି ଜାଣନ୍ତି? ତେବେ କହିରଖୁଛୁ ଜାନୁୟାରୀ … Read More

ସୁସ୍ମିତାଙ୍କ ପ୍ରିୟ ବ୍ୟାୟାମ, ଜାଣନ୍ତୁ କ’ଣ?

ମିସ୍ ୟୁନିଭର୍ସ ସୁସ୍ମିତା ନିଜ ଫିଟ୍‌ନେସ୍‌କୁ ନେଇ ଖୁବ୍ ସଚେତନ । ଏଥିପାଇଁ ଜିମରେ ୱାର୍କଆଉଟ୍ ସହିତ ସନ୍ତୁଳିତ ଆହାରକୁ ସେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଜିମ୍ରେ ୱାର୍କଆଉଟ୍ କରୁଥିବାର ଅନେକ ଫଟୋକୁ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି … Read More

ନ୍ୟାଚୁରାଲ୍ କ୍ଲିଞ୍ଜର୍ ଖିର ଓ ମହୁ

ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି । କିନ୍ତୁ ଏଥିରେ ବାଧକ ସାଜିଥାଏ ବ୍ରଣ, ଡାର୍କ ସର୍କଲ୍, ଆଖିତଳର କଳା ଦାଗ ଓ ଅଏଲି ତ୍ୱଚା । ଏଥିରୁ ମୁକ୍ତି ପାଇବା ପାଇଁ ନ୍ୟାଚୁରାଲ୍ କ୍ଲିଞ୍ଜର୍ ଭାବେ ଖିର ଓ … Read More

ଆରପାରିରେ ‘ମାଲ୍‌ଗୁଡ଼ି ଡେଜ୍’ର ଅଭିନେତା ଲୋକନାଥ

ପ୍ରଖ୍ୟାତ ଟେଲି ଧାରାବାହିକ ‘ମାଲ୍‌ଗୁଡ଼ି ଡେଜ୍’ ଓ କନ୍ନଡ୍ ଫିଲ୍ମର ଲୋକପ୍ରିୟ ଅଭିନେତା ସି.ଏଚ୍. ଲୋକନାଥ ସବୁଦିନ ପାଇଁ ଅଭିନୟ ଜଗତରୁ ବିଦାୟ ନେଇଛନ୍ତି । ୯୧ ବର୍ଷୀୟ ଲୋକନାଥ କାର୍ଡିଆଟିକ୍ ଆରେଷ୍ଟ୍ରେ ମୃତ୍ୟୁବରଣ କରିଥିଲେ ବୋଲି ତାଙ୍କର ପୁଅ ଅଶ୍ୱିନ୍ … Read More

୧୩ ବର୍ଷରୁ ରିଲେସନ୍‌ରେ ଥିଲେ ଦୀପିକା

ବଡ଼ ପରଦାର ‘ସିମ୍ବା’ ରଣବୀର୍ ସିଂଙ୍କ ସହିତ ହାତକୁ ଦି ହାତ ହୋଇଥିବା ଦୀପିକା ନିକଟରେ ଗଣମାଧ୍ୟମର ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଜୀବନର କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଥିଲେ । ଦୀପିକାଙ୍କ କହିବା ଅନୁଯାୟୀ ସେ ୧୩ ବର୍ଷ ବୟସରୁ … Read More

ଆଲିଆଙ୍କ ନାଇଟ୍ ସୁଟ୍ ୨ ଲକ୍ଷ

କିଛିଦିନ ତଳେ ଚୁଲ୍ବୁଲି ନାୟିକା ଆଲିଆ ୧ ଲକ୍ଷ ଟଙ୍କାର ଏକ କ୍ଲଚ୍ ଧରିଥିବାର ଚର୍ଚ୍ଚା ସିନେ ମହଲର ବିଶେଷ ଆକର୍ଷଣ ଥିଲା । ଏବେ ଆଲିଆଙ୍କ ନାଇଟ୍ ସୁଟ୍‌ର ଦାମ୍ ସିନେପ୍ରେମୀଙ୍କ ନିଦ ହଜାଇ ଦେଇଛି । ଆପଣ ଜାଣି … Read More