ଭାରତରେ ୮୭୧ ନୂଆ ପଜିଟିଭ୍‌, ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬୫୭୭; ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟାରେ ଆହୁରି ୮୭୧ଜଣଙ୍କ ନାଁ ସାମିଲ୍‌ ହୋଇଛି। ସେମାନେ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ପଦ୍ଧତ୍ତିରେ ପରୀକ୍ଷା ହୋଇ କରୋନା ପଜିଟିଭ୍‌ ବୋଲି ସୂଚିତ ହୋଇଛନ୍ତି। ଏହି ସଂଖ୍ୟା ଦ୍ଵାରା ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦେଶରେ ୭୬୦୦ ରହିଛି। ସେଥିରୁ ୬୫୭୭ଜଣ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଏହି ସମୟରେ ୧୩୯ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସମୁଦାୟ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୭୭୪ ରହିଛି। ମୃତ୍ୟୁ ସଂଖ୍ୟା ୨୪୯ ରହିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୨ଜଣଙ୍କ ମୃତ୍ୟୁ ହୋଇଛି।

ଏହି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଭିତରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି। ଏଠାରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୫୭୪ ରହିଛି। ଗତକାଲି ୨୧ହ ନୂଆ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇି। ସେଥିରୁ ୧୨୭୬ ଆକ୍ଟିଭ୍‌ ଥିବାବେଳେ ୧୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ଠାରେ ଦେଶର ସର୍ବାଧିକ କରୋନା ମୃତ୍ୟୁ ହୋିଛି। ଏହି ସଂଖ୍ୟା ଗତକାଲି ୧୩ ଥିବା ବେଳେ ୧୧୦ରେ ସମୁଦାୟ ସଂଖ୍ୟା ପହଞ୍ଚିଛି।

ସର୍ବାଧିକ ୫ ସଂକ୍ରମିତ ରାଜ୍ୟଙ୍କ ଭିତରେ ରହିଛନ୍ତି ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ଦିଲ୍ଲୀ, ରାଜସ୍ଥାନ ଏବଂ ତେଲେଙ୍ଗାନା। ଓଡ଼ିଶାର ସ୍ଥାନ ରହିଛି ୧୭। ଏଠରେରେ ୫୦ଜଣ ପଜିିଟିଭ୍‌ ଚିହ୍ନଟ ହୋଇଛନ୍ତି ସେଥିରୁ ୩୭ଜଣ ରୋଗୀ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।  ଏ ଭିତରେ ରାଜ୍ୟ ସରକାର ୩ଟିଯାକ ପରୀକ୍ଷଣ କେନ୍ଦ୍ରରେ ୩୫୪୭ଟି ସାମ୍ପଲ୍‌ ପରୀକ୍ଷଣ କରିଛନ୍ତି। ସେଥିରୁ ୩୪୯୭ଟି ସାମ୍ପଲ୍‌ ନେଗେଟିଭ୍‌ ମିଳିଛି।

ଏହିସମୁ ପରୀକ୍ଷଣ ଆର୍‌ଟି ପିସିଆର୍‌ ପଦ୍ଧତ୍ତି ଦ୍ଵାରା କରାଯାଉଛି। ଏଥିଲାଗି ୧୦ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏଣୁ ରାଜ୍ୟ ସରକାର ସ୍କ୍ରିନିଂ ପାଇଁ ପ୍ରଥମେ ଦଅୁତ ପରୀକ୍ଷଣ ଆପଣାଇବାକୁ ଯାଉଛନ୍ତି। ଏଥିଲାଗି ୨ ଲକ୍ଷ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ଏହି ପରୀକ୍ଷଣ ପରେ ପଜିଟିଭ୍‌ ଚିହ୍ନଟଙ୍କ ପାଇଁ ପୁଣିଥରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଏହାବାଦ୍‌ ରାଜ୍ୟରେ ଆର୍‌ଟିପିସିଆର୍‌ ସାମ୍ପଲ୍‌ ପରୀକ୍ଷଣ ପାଇଁ ଆହୁରି ଅଧିକ ସଂଖ୍ରଶରେ ଲାବୋରେଟାରୀ ଖୋଲାଯିବ। ଏହିକ୍ରମରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ ଲାବୋରେଟାରୀ ୧୩ ତାରିଖ ଦିନ କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରାଯାଇଥିଲା ବେଳେ ଏହା ଆବଶ୍ୟକ ଅନୁମୋଦନ ପ୍ରାପ୍ତ କରିଛି। ଠିକ୍‌ ସେହିପରି ବୁର୍ଲା ମେଡିକାଲ୍‌ କଲେଜରେ ମଧ୍ୟ ଏକ ଲାବୋରେଟୋରୀ ୧୫ ତାରିଖ ସୁଦ୍ଧା କର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ କେତେ କରୋନା ରୋଗୀ ରହିଛନ୍ତି। (କୋଭିଡ୍‌୧୯ ଟ୍ରାକରରୁ ମିଳିଥିବା ତଥ୍ୟ)

STATE/UT
CONFIRMED

ACTIVE
RECOVERED

DECEASED
MAHARASHTRA
2101574 1276 63188 13110
TAMIL NADU
77911 858 1744 19
DELHI
183903 862 227 214
RAJASTHAN
98561 498 60 3
TELANGANA
16487 430 45 12
MADHYA PRADESH
40451 390 25 336
UTTAR PRADESH
23433 397 132 4
ANDHRA PRADESH
18381 365 10 6
GUJARAT
116378 326 733 119
KERALA
7364 238 27124 2
JAMMU AND KASHMIR
23207 197 6 4
KARNATAKA
10207 167 434 6
HARYANA
6176 138 436 2
PUNJAB
21151 120 220 111
WEST BENGAL
13116 95 16 5
BIHAR
260 44 15 1
ODISHA
250 37 1012 1
UTTARAKHAND
35 30 5
ASSAM
29 28 11
HIMACHAL PRADESH
28 24 2 2
CHANDIGARH
119 12 7
CHHATTISGARH
18 9 9
LADAKH
115 4 111
JHARKHAND
114 13 1
ANDAMAN AND NICOBAR ISLANDS
11 1 10
GOA
7 6 11
PUDUCHERRY
27 6 1
MANIPUR
2 1 1
TRIPURA
12 2
ARUNACHAL PRADESH
1 1
DADRA AND NAGAR HAVELI
1 1
MIZORAM
1 1
TOTAL
8717600 6577 139774 22249

Leave a Reply

Your email address will not be published.