Category: Latest
ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ଲକ୍ଡାଉନ୍ ନିୟମ କୋହଳ କଲେ ସରକାର
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): କରୋନା ସତର୍କତା ନେଇ ମେ ୩୧ଯାଏଁ ଲକ୍ଡାଉନ୍ କରିଛନ୍ତି । ସେହିପରି ପିଲାଙ୍କର କିଛି ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି କେନ୍ଦ୍ର ସରକାର ପରୀକ୍ଷାକୁ ଲକଡାଉନରୁ ବାଦ … Read More
ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର … Read More
ଆସୁଛନ୍ତି ପ୍ରବାସୀ: ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ବିମାନ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ପ୍ରବାସୀ ଓଡିଆଙ୍କୁ ନେଇ ଦୁବାଇରୁ ବାହାରିଛି ଆଉ ଏକ ବିମାନ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି। ଆଜି ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସ୍ଵତନ୍ତ୍ର ବିମାନ ପହଞ୍ଚିବ। ବର୍ତ୍ତମାନ କରୋନା … Read More
ମେ ୨୫ ରୁ ଉଡ଼ିବ ଘରୋଇ ବିମାନ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦୀର୍ମେଘ ଦୁଇମାସର ବ୍ୟବଧାନ ପରେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ ଏବାବଦରେ ଆଜି ସୂଚନା ଦେଇଛନ୍ତି। ଯଦିଓ ଲକ୍ଡାଉନ୍-୪ ନିୟମାବଳୀ ଅନୁସାରେ ସମସ୍ତ ବେସାମରିକ ଘରୋଇ ଓ … Read More
ଅଶାନ୍ତ ହେବାରେ ଲାଗିଛି ସମୁଦ୍ର, ଲୋକଙ୍କୁ ସତର୍କ କଲା ପ୍ରଶାସନ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା … Read More
ରାଜ୍ୟରେ ଆଉ ୩୬ କୋରୋନା ରୋଗୀ ସୁସ୍ଥ ହେଲେ
ଭୁବନେଶ୍ବର, (ଓଡ଼ିଶା ଟାଇମ୍) : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More
ଅମ୍ପନ: ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୪ଘଣ୍ଟା ଲାଗିବ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) : ଏ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଅମ୍ପନ୍ର ଲ୍ୟାଣ୍ଡଫଲ୍ ବା ଭୂପୃଷ୍ଠ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଢ଼େ ଦୁଇଟା ଭାରତୀୟ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେତେବେଳେ ବାତ୍ୟାର ଆଖି ବଙ୍ଗୋପସାଗରରେ ଦୀଘାଠାରୁ … Read More
ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି ଭୁତାଣୁ ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । … Read More
୭୪ କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪କରୋନା ଭୁତାଣୁ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ୭୪ଜଣଙ୍କ ଭିତରୁ ୭୩ଜଣଙ୍କ କ୍ଵାରେଣ୍ଟୀନ୍ ସେଣ୍ଟରରୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ଜଣେ … Read More