ରାଜସ୍ଥାନ: କ୍ୱାରେଣ୍ଟୀନ୍‌ କେନ୍ଦ୍ରରେ ପୁଅକୁ ଖାଇବାକୁ ଦେବାକୁ ଯାଇ ପରିବାରର ୬ ସଦସ୍ୟ ଆକ୍ରାନ୍ତ  

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : କ୍ଵାରେଣ୍ଟୀନ୍‌ କେନ୍ଦ୍ରରେ ଥିବା ପୁଅକୁ ଖାଦ୍ୟ ଦେବାକୁ ଯାଇ ପରିବାରର ୬ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ l କରୋନା ଭାଇରସରେ ସଂକ୍ରମିତ ଯୁବକଙ୍କୁ ଦେଖା … Read More

ବାତ୍ୟା ଅମ୍ପନ ନେଲା ଜଣଙ୍କ ଜୀବନ; କାନ୍ଥ ପଡ଼ି ଭଦ୍ରକରେ ୩ବର୍ଷର ଶିଶୁପୁତ୍ର ମୃତ

   ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବାତ୍ୟା ଅମ୍ପନ କରାଳ ତାଣ୍ଡବ ରାଜ୍ୟରେ କିଛି ଜିଲାରେ ଦେଖିବାକୁ ମିଳିଛି l ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଘର କାନ୍ଥ ପଡି ଏକ ୩ବର୍ଷର ଶିଶୁ ପୁତ୍ର ମୃତ୍ୟୁ … Read More

ମାଲକାନଗିରିକୁ ବ୍ୟାପିଲା କରୋନା, ରାଜ୍ୟର ୨୪ ଜିଲ୍ଲା ଆକ୍ରାନ୍ତ, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛ। ଗତକାଲି ଜଲେ ୭୦ ବର୍ଷୀୟ ବୃଦ୍ଧ ଶ୍ଵାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ପରେ ତାଙ୍କ ମୃତ୍ୟୁ … Read More

କରୋନା ଅପ୍‌ଡେଟ୍‌: ରାଜ୍ୟରେ ୭୪ ନୂଆ ରୋଗୀ, ସମୁଦାୟ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୭୪ ନୂଆ ରୋଗୀ ସଂଯୁକ୍ତ ହୋଇଛନ୍ତି। ଏହାଫଳରେ ରାଜ୍ୟର ମୋଟ୍‌ କରୋନା ଚିହ୍ନିତ ରୋଗୀଙ୍କ ସଂଖ୍ୟା ୧୦୫୨ ହୋଇଛି। ସେମାନଙ୍କ ଭିତରୁ ୭୩୯ଜଣ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୬ଜଣଙ୍କ … Read More

ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ଅମ୍ପନ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ କରିବ। ଅମ୍ପନ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ … Read More

ଅମ୍ପନ: ୬ ଘଣ୍ଟା ଗୁରୁତ୍ଵପୂଣ୍ଣ, ପାରାଦୀପରେ ଗୋଟାଏ ଯାଏ ବିପଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସବୁ ସ୍ଥାନରେ ଆମେ ପ୍ରସ୍ତୁତ ରହିଛୁ। ଏଯାଏ କିଛି ବିଶେଷ ହାନୀର ବା କ୍ଷତିର ସୂୂଚନା ଆସି ନାହିଁ।  ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଆଜି ସକାଳୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ ମୁଖ୍ୟ ଶାସନ ସଚିବ … Read More

ଅମ୍ପନ: ୧୩ ଜିଲ୍ଲାକୁ ହାଇ ଆଲର୍ଟ, ପ୍ରବଳ ବର୍ଷା, ତୋଫାନ

ଭୁବନେଶ୍ବର :ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।  କେନ୍ଦ୍ରାପଡ଼ା,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକରେ ପ୍ରବଳ ମାତ୍ରାରେ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ପାରାଦୀପଠାରୁ ୧୨୫ କିମି ଦୂରରେ ଅମ୍ପନ, ବଢ଼ୁଛି ପବନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ତାଣ୍ଡବ ରଚାଉଛି  ମହାବାତ୍ୟା ଅମ୍ଫନ l ପାରାଦୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୨୫ କିମି ଦୂରରେ ଅଛି ଅମ୍ଫନ । ଦୀଘାରୁ ଦକ୍ଷିଣରେ ୨୪୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ ।ବାଂଲାଦେଶ ଖେପୁପରାରୁ ଦକ୍ଷଣିପଶ୍ଚିମରେ ୩୯୫ … Read More

ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା    

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :ସବ୍‌ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲାରେ l ମୃତ ବ୍ୟକ୍ତି ହେଲେ ମନୋଜ ନାୟକ l ମଙ୍ଗଳବାର ଅପରାହ୍ନ‌ରେ ମନୋଜ ନାୟକ  ୨୨ ବର୍ଷିୟ  ବିଚାରଧୀନ … Read More

ଅମ୍ପନ୍‌ ଅପ୍‌ଡେଟ୍‌: ୨୦୦ କିଲୋମିଟର ବେଗରେ ବାତ୍ୟା, ପଢ଼ନ୍ତୁ ପାଣିପାଗ ବିଭାଗର ବୁଲେଟିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନର ଗତିବିଧି ଉପରେ ନଜର ରଖିଛି ପାଣିପାଗ ବିଭାଗ। ଭୁବନେଶ୍ଵର କେନ୍ଦ୍ରରେ ଡପ୍‌ଲର ରାଡାର ଯୋଗେ ଏହାର ନିରୀକ୍ଷଣ କରାଯାଉଛି। ଏଥିନେଇ ଘଣ୍ଟିକିଆ ବୁଲେଟିନ୍‌ ଆଜି ସକାଳ ସାଢ଼େ ୬ଟାରେ ପ୍ରକାଶ କରାଯାଇଛି। ପ୍ରଥମ ଘଣ୍ଟିକିଆ … Read More