କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ

ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡା ଲୋକସଭା ଆସନରେ ପାର୍ଥୀଙ୍କୁ ନେଇ ସେତିକି ଉସିାହ ବଢିବାରେ ଲାଗିଛି। ବିଜେଡି, କଂଗ୍ରେସ ଓ ବିଜେପି ଦଳରୁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଆଲୋଚନା ଜୋର ଧରିଥିବାବେଳେ ଚିତ୍ର ଅସ୍ପଷ୍ଟ ରହିଛି। ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସଂସଦକୁ ଯାଇଥିବା ବୈଜୟନ୍ତ ଏବେ ଆଉ ବିଜେଡି ତାଲିକାରେ ନାହାନ୍ତି। ବିଜେଡି ସହିତ ତାଙ୍କର ଅହି ନକୁଳ ସମ୍ପର୍କ। ଅବସ୍ଥା ଏଭଳି ହୋଇଛି … Continue reading କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ