ବିଜେଡି ପାଇଁ ମୁସ୍କିଲ୍ ହେବ କରଞ୍ଜିଆ
ଭୁବନେଶ୍ଵର, (ଓଟି): ବିଜୁ ଜନତା ଦଳ ପାଇଁ ଏଥର ସଙ୍କଟ ସୃଷ୍ଟିକରିବାକୁ ଯାଉଥିବା ନିର୍ବାଚନମଣ୍ଡଳୀଗୁଡ଼ିକ ଭିତରେ ଆଗୁଆ ରହିଛି କରଞ୍ଜିଆ। ମୟୁରଭଞ୍ଜ ଜିଲ୍ଲାର ଏହା ଏକ ଅଣ କଂଗ୍ରେସ ନିର୍ଚବାନ ମଣ୍ଡଳୀ ତଥା ଜନତା ଦଳର ଗଡ଼ ବୋଲି ଗ୍ରହଣ କରାଯାଏ। ଏବଂ ଗଲା ତିନିଥର ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ନିର୍ବାଚିତ ହୋଇ ଆସୁଛନ୍ତି। କିନ୍ତୁ ଏଥର ଏ ପରିସ୍ଥିତି ଭିନ୍ନ ରୂପ ନେଇପାରେ। କଂଗ୍ରେସ ନୁହେଁ, ଏଥର ଟକ୍କର ବିଜେଡି ଓ ବିଜେପି … Continue reading ବିଜେଡି ପାଇଁ ମୁସ୍କିଲ୍ ହେବ କରଞ୍ଜିଆ
Copy and paste this URL into your WordPress site to embed
Copy and paste this code into your site to embed