ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଜଣେ ସାମ୍ବାଦିକର ପ୍ରବୃତ୍ତି ହେବା ଉଚିତ: ରବି ଦାସ

ସେ କେବେ ଭାବିନଥିଲେ ସାମ୍ବାଦିକ ହେବେ । ହେଲେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବାର ପ୍ରବୃତ୍ତି ତାଙ୍କୁ ଘଟଣାଚକ୍ରରେ ସାମ୍ବାଦିକ ଭାବେ ଜନ୍ମ ଦେଲା, ଯୁବ ବୟସରେ । ନିଜର ଜାଣିବାର ଆଗ୍ରହ, ସାଲିସ୍ବିହୀନ ରିପୋର୍ଟ ଲେଖିବାର ପ୍ରବୃତ୍ତି ତାଙ୍କୁ ଏ କ୍ଷେତ୍ରରେ ଆଗକୁ ବଢ଼ାଇନେଲା । ୧୯୭୩ରୁ ଆରମ୍ଭ ହୋଇଥିବା ଏ ଯାତ୍ରା ତାଙ୍କର ଆଜି ଯାଏ ଚାଲିଛି । ମଝିରେ ଅନେକ ଝଡ଼ଝଞ୍ଜା ଆସିଛି । ସରକାରୀ ବାବୁ ଓ ନେତାମାନେ ଚକ୍ରାନ୍ତର ଜାଲ … Continue reading ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଜଣେ ସାମ୍ବାଦିକର ପ୍ରବୃତ୍ତି ହେବା ଉଚିତ: ରବି ଦାସ