ଜେକେ ପେପରକୁ ଗ୍ରୀନ୍‌ ସିଏସ୍‌ଆର୍‌ ଆୱାର୍ଡ 

0
5
ଜେକେ ପେପରମିଲ୍ସ ମହାପ୍ରବନ୍ଧକଙ୍କୁ ରାଜ୍ୟ ସଳଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପୁରସ୍କୃତ କରୁଛନ୍ତି।
advt
< a href= "#">

ଭୁବନେଶ୍ଵର, (ଓଟି): ରାୟଗଡ଼ାସ୍ଥିତ ଜେକେ ପେପରକୁ ଓଡ଼ିଶା ଆଏନ୍‌ସି ଗ୍ରୀନ୍‌ ସିଏସ୍‌ଆର୍‌ ପୁରସ୍କାର ପ୍ରାପ୍ତ ହୋଇଛି। ରାଜ୍ୟ  ସ୍ଵାସ୍ଥ୍ୟ, ଆଇନ, ସୂଚନା  ତଥା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କମ୍ପାନୀର ମହାପ୍ରବନ୍ଧକ ପ୍ରଫୁଲ୍ଲ କୁମାର ଧଳଙ୍କୁ ଏହି ସମ୍ମାନ  ପ୍ରଦାନ କରିଛନ୍ତି। 

advt

ମୂଳ ଉତ୍ପାଦନ ସହ ଏହି କମ୍ପାନୀ ଗ୍ରାମ୍ୟ ଉନ୍ନୟନ, କୃଷି ଓ ନବୀକରଣ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନୀ ପକ୍ଷରୁ ଆପଣାଯାଉଥିବା ପଦକ୍ଷେପସବୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଆଦର ପାଇଛି। ପରିବେଶ ସୁରକ୍ଷା, ଆଖ ପାଖ ଅଞ୍ଚଳର ଲୋକଘଙ୍କ ଜୀବନଧାରଣ ମାନ ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀ୍ର ଭୂମିକା ହେତୁ ସମ୍ପୃକ୍ତ କମ୍ପାନୀକୁ ଏହି ପୁରସ୍କାର ଦିଆଯାଇଥିବା କୁହାଯାଇଛି। 

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବେଦାନ୍ତ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌ ପସ୍ତାଇଲେ

ବେଦାନ୍ତ ମୁଖ୍ୟ ଅନୀଲ୍‌ ଅଗ୍ରୱାଲ୍‌ ପସ୍ତାଇଲେ

୪ଗୁଣାରୁ ଅଧିକ ଅପରେଟିଂ ଲାଭ ଅର୍ଜନ କଲା ନାଲ୍‍କୋ, ୩ଗୁଣା ନେଟ୍‍ ଲାଭ

୪ଗୁଣାରୁ ଅଧିକ ଅପରେଟିଂ ଲାଭ ଅର୍ଜନ କଲା ନାଲ୍‍କୋ, ୩ଗୁଣା ନେଟ୍‍ ଲାଭ

ମଧୁମେହ ରୋଗ ପାଇଁ ଜିଓ ଡାୟଫ୍ରିନ୍ 

ମଧୁମେହ ରୋଗ ପାଇଁ ଜିଓ ଡାୟଫ୍ରିନ୍

advt
< a href= "#">