#କୋଭିଡ୍-୧୯ ଆତଙ୍କ: ଉହାନର ସନ୍ଦିଗ୍ଧ ଲ୍ୟାବ୍ ସହ ଆମେରିକା ଲିଙ୍କ୍!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ତଥା କୋଭିଡ୍‌-୧୯ ପାଇଁ ବିଶ୍ଵରେ ଆତଙ୍କ ଲାଗି ରହିଛି। ସଂକ୍ରମଣ ବ୍ୟାପୁଛି ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପ୍ରକାଶ ପାଇଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଭାଇରସ୍‌ର ଉତ୍ପତିସ୍ଥଳ ଚୀନର ଉହାନ … Read More

ଶହଶହ ଓଡ଼ିଆ ଶ୍ରମିକ #ସୁରାଟରେ ଡହଳବିକଳ

ଭୁବନେଶ୍ଵର (ଓଟି): ଗୁଜରାଟର ସୁରାଟରେ ଓଡ଼ିଶାର ଶହଶହ ଶ୍ରମିକ ଫସି ଯାଇଛନ୍ତି। ପାଖରେ କିଛି ବି ପଇସା ନାହିଁ କି ଭୋକରେ ପେଟ ଜଳିଯାଉଥିବାବେଳେ ମିଳୁନି ମୁଠେ ଖାଦ୍ୟ। ଲକ୍‌ଡାଉନ୍‌ ପରଠାରୁ କାମ କରୁଥିବା କମ୍ପାନୀ ସେମାନଙ୍କ ଖାଇବା ପିଇବା ସବୁ … Read More

କରୋନା ଆତଙ୍କ: ୨ ଦେଶ ଦେଖାଇଲେ ଆଶାର ଆଲୋକ

ନୂଆଦିଲ୍ଲୀ (ଓଟି): ବିଶ୍ଵବ୍ୟାପି କାୟା ମେଲାଇଛି ମହାମାରୀ କୋବିଡ୍-୧୯ ତଥା କରୋନା। ଏହାର ଦାଉରୁ ବର୍ତ୍ତିବା ପାଇଁ ଏଯାଏଁ ବାହାରିନି ଠିକଣା ଟିକା କି ଔଷଧ। ପୂର୍ବରୁ ପ୍ରବାସୀ ଭାରତୀୟ ବିଶେଷଜ୍ଞ ସମେତ ଇସ୍ରାଏଲ୍‌ ଭଳି କିଛି ଦେଶର ବୈଜ୍ଞାନିକ ଏଦିଗରେ … Read More

ଆମେରିକା ପାଖରେ ‘କରୋନା’ ପ୍ରତିଷେଧକ ଟିକା!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଯାଇଛି। ସବୁଦେଶର ବିଶେଷଜ୍ଞ ଦଳ ଏହାର ପ୍ରତିଷେଧକ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପୂର୍ବରୁ ଭାରତୀୟ ବିଶେଷଜ୍ଞ ଏଦିଗରେ ଆଶାର ଆଲୋକ ଦେଖାଦେଇଥିଲେ। ସେହିପରି ଇସ୍ରାଏଲ୍‌ ମଧ୍ୟ … Read More